[pj-news-ticker]

ପଶ୍ଚିମବଙ୍ଗ ରେ ଭଦ୍ରକ ର କାର ଦୁର୍ଘଟଣା …

ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ...

0

ନିରପେକ୍ଷ ଖବର.ଭଦ୍ରକ:୧୭/୦୭/୧୯ ଭଦ୍ରକ ର ଏକ କାର   ପଶ୍ଚିମବଙ୍ଗ ରେ ଧକ୍କା ହୋଇ ୪ ଜଣଙ୍କ  ମୃତ୍ୟୁ ହୋଇଥିବାର  ସୂଚନା  ମିିଳିଛି।ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ଦିଗବିଜୟ ଦାଶ. ଯାଜପୁର ର ମନୋଜ ମହାନ୍ତି.. ଖୋର୍ଦ୍ଧା ର ଦିଲ୍ଲୀପ ନାୟକ. ଭଞ୍ଜନଗର ର ପି ତେଜେଶ୍ୱର.. ଭୁବନେଶ୍ୱର ର କ୍ରିଷ୍ଣା ରାଓ. ଏକ ଇନୋଭା କାର ରେ ଓଡିଶା ରୁ କୋଲକାତା ଯାଉଥିବା ସମୟରେ ୬ ନମ୍ବର ଜାତୀୟ ରାଜପଥ ର ହାଉଡ଼ା ନିକଟସ୍ଥ ଏକ ହୋଟେଲ ନିକଟରେ ଇନୋଭା କାର ଟି ଏକ କଣ୍ଟେନର କୁ ପଛପଟୁ ଧକ୍କା ଦେଇଥିଲା.. ଘଟଣା ସ୍ଥଳରେ ଦିଗବିଜୟ. ମନୋଜ. ଦିଲ୍ଲୀପ. ତେଜେଶ୍ୱର ଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ରିଷ୍ଣା ରାଓ ମେଡିକାଲ ରେ ଚିକିତ୍ସା ହେଉଛନ୍ତି..

Leave A Reply

Your email address will not be published.