ଚଳଚିତ୍ର ଲଭ୍ ଇଉ ଜାନୁ … Debabrat Mohanty Mar 27, 2021 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୩ ତନ୍ମୟ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଅବଦାନ ଓଡିଆ ଚଳଚ୍ଚିତ୍ର “ଲଭ୍ ଇଉ ଜାନୁ ” ଶୁଭ ମହୁରତ୍ ହୋଇଯାଇଛି।ଏହି ସିନେମା ଏକ ରୋମାଂଚକ ଭରା ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…