ବ୍ୟବସାୟ ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ Debabrat Mohanty Mar 10, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍…