ରାଜନୀତି ମିସଡ୍ କଲ୍ ମାରିଲେ ଗ୍ୟାସ ପାଇବେ Debabrat Mohanty Jan 6, 2021 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୧/୨୧ ମିସଡ୍ କଲ୍ ମାରିଲେ ଗ୍ୟାସ ଘରେ ପହଞ୍ଚିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଗ୍ରାହକମାନେ ଏହି ସୁଵିଧା ପାଇବେ। ଖୁବ ଶୀଘ୍ର ଓଡ଼ିଶାରେ ସବୁ ଗ୍ରାହକଙ୍କୁ ଏହି ମିସଡ୍ କଲ୍ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ। ଏବଂ ଆଗାମୀ କିଛି…