[pj-news-ticker]
Browsing Category

ସାମାଜିକ

ଦୁଇ ଦନ୍ତା ହାତୀ ଙ୍କ ଲଢେଇରେ ଛୁଆ ହାତୀ ର ମୃତ୍ୟୁ…

ବାରିପଦା(ନିରପେକ୍ଷ ଖବର)୦୧/୧୦/୧୯ ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ର ଭାଳୁଘେରା ଜଙ୍ଗଲରେ ଆଜି ଏକ ହାତୀ ଛୁଆ ର ମୃତ ଶରୀର ଉଦ୍ଧାର ହୋଇଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ଝାରଖଣ୍ଡ ଦଲମା ଜଙ୍ଗଲରୁ ପ୍ରାୟ ୫୦ ରୁ ଉର୍ଦ୍ଧ ହାତୀ ପଶ୍ଚିମବଙ୍ଗରୁ ଏହି ଜଙ୍ଗଲ ଦେଇ…
Read More...

ଜଙ୍ଗଲ ସୁରକ୍ଷା କମିଟି ର ସଭାପତି କୁ ଜଙ୍ଗଲରେ ଦଳିଦେଲା ଦନ୍ଥା।

ବାରିପଦା(ନିରପେକ୍ଷ ଖବର)ତା ୧/ଅକ୍ଟୋବର/୨୦୧୯:ମୟୁରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦାନ୍ତୀଆମୁହାଁ ଗ୍ରାମପଞ୍ଚାୟତ ର ମାଛୁଆ ଜଙ୍ଗଲ ରେ ଦନ୍ଥା ହାତୀ ଆକ୍ରମଣରେ ଜାମୁଗଧା ଗାଁର ଗଜେନ୍ଦ୍ର ମହାନ୍ଥ ଙ୍କ ମୃତ୍ୟୁ ହୋଇଛି। ମୃତବୃଦ୍ଧ ଗଜେନ୍ଦ୍ର ମହାନ୍ତଙ୍କର ବୟସ ୭୫ ବର୍ଷ ବୋଲି ଜଣାଯାଇଛି।ଗଜେନ୍ଦ୍ର…
Read More...

ଆରଟିଓ ଅଫିସ୍‌ରୁ ୬, ମେଡିକାଲରୁ ୩ ଜଣ ଦଲାଲଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୁଲିସ

ବାରିପଦା, (ନିରପେକ୍ଷ ଖବର):୨୮/୦୯  ଲୋକମାନଙ୍କର ସରକାର “ମୋ ସରକାର'’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ…
Read More...

ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ

*ଅବ୍ୟବସ୍ଥାରେ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ.... ଅଗ୍ନିଶମ ବିଭାଗରୁ ୧୫ଦିନ ଭିତରେ ଏନଓସି ନ ଆଣିଲେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଅଧିକାରୀ... ବାରିପଦା,(ନିରପେକ୍ଷ ଖବର),୨୧/୯: ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ…
Read More...

ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି…

ବାରିପଦା,ନିରପେକ୍ଷ ଖବର: ୧୨/୦୯/୨୦୧୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ…
Read More...

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ…

ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ…
Read More...

ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ

ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ…
Read More...

ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ

ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…
Read More...

ବଳତ୍କାରିକୁ ଫାଶୀ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍

ବାରିପଦା(ନିରପେକ୍ଷ ଖବର)ତା-୨୮/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଜଣେ ୮ବର୍ଷର ଝିଅକୁ ବଳାତ୍କାର କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଜିଲ୍ଳା ଦୌରାଜଜ ବୁଧବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କାର୍ଯ୍ୟାଳୟ-1 ପୋସ୍କୋ କୋର୍ଟ ଆଜି ପ୍ରଥମ ଥର ଏଭଳି…
Read More...

ହାତରେ ଜୋତା ଧରି ବନ୍ୟାଚଳ ପରିଦର୍ଶନ କଲେ ବିଡିଓ

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯-ହାତରେ ଜୋତା ଧରି ଖାଲି ପାଦରେ ଚାଲି ଚାଲି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଡ଼ିଓ। ବନ୍ୟାର ତାଣ୍ଡବରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାଟ ବାନ୍ଧି ଘରେ ବନ୍ୟା ଜଳ ପସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗାଁରେ ସରକାରୀ ସାହାଯ୍ୟ…
Read More...

ଶିକ୍ଷାନୁଷ୍ଠାନରୁ ନିଖୋଜ ନବମ ଶ୍ରେଣୀରେ ପଢ଼ୁଥିବା ତିନି ଛାତ୍ର ଉଦ୍ଧାର

ବାରିପଦା(ନିରପେକ୍ଷ ଖବର)ତା-୨୧/ଅଗଷ୍ଟ/୨୦୧୯-ବାରିପଦା ସଦର ଥାନା ଅଧିନସ୍ଥ ଏକ ଘରେଇ ଶିକ୍ଷାନୁଷ୍ଠାନରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ର ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ ଗତ ୧୫ ତାରିଖ ସ୍ବାଧୀନତା ଦିବସ ଓ ରାଖୀ ବନ୍ଧନ ପାଳନ ସାରି ରାତି ପ୍ରାୟ ଗୋଟାଏ ବେଳେ ହଷ୍ଟେଲରେ ସମସ୍ତେ ସୋଇଥିବା…
Read More...

ପିଆରଏମ ମେଡିକାଲରେ ରୋଗୀଙ୍କୁ ଲୁଟୁଛନ୍ତି ନର୍ସ

ବାରିପଦା(ନିରପେକ୍ଷ ଖବର)ତା-୧୯/ଅଗଷ୍ଟ/୨୦୧୯- ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ନାଁରେ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ନର୍ସ। କିଏ ମିଠା ବାବଦରେ ଟଙ୍କା ମାଗୁଛନ୍ତି ତ ଆଉ କେଉଁ ନର୍ସ ତୁମର ପୁଅ ହୋଇଛି ବୋଲି କହି ଗର୍ଭବତୀ ମହିଳାଙ୍କୁ ଲୁଟି…
Read More...

ଲିଖିତ ଚୁକ୍ତିନାମା ପରେ ଶବକୁ ମିଳିଲା ନ୍ୟାୟ

ବାରିପଦା(ନିରପେକ୍ଷ ଖବର)ତା-୧୬/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାତିପ୍ରଥାକୁ କେନ୍ଦ୍ରକରି ଘରେ ଦୁଇଦିନ ପଡ଼ିରହିଲା ଶବ। ଘଟଣାସ୍ଥଳରେ ପୁଲିସ ପହଂଚି ଦୁଇ ପରିବାର ଭିତରେ ଲିଖିତ ଚୁକ୍ତିନାମା କରିବା ପରେ ଶବକୁ ନ୍ୟାୟ ମିଳିଛି। ଆଦିବାସୀ…
Read More...

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ….

ବାରିପଦା(ନିରପେକ୍ଷ ଖବର)ତା-୧୫/ଅଗଷ୍ଟ/୨୦୧୯ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ କୁମାର ଦାସ।ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ପାଳିତ ହୋଇଥିବା ଏହି ସ୍ୱାଧୀନ ଭାରତର ୭୩ତମ ସ୍ୱାଧୀନତା ଦିବସରେ ପଞ୍ଚାୟତ ରାଜ ଓ ପାନୀୟ ଜଳ,ଆଇନ ଓ ଗୃହ…
Read More...

ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ଗର୍ବିତ….

ବାରିପଦା(ନିରପେକ୍ଷ ଖବର)ତା-୧୩/ଅଗଷ୍ଟ/୨୦୧୯- ସୁବ୍ରତ ଦାସଙ୍କ ପାଇଁ ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶା ମାଟି ଆଜି ଗର୍ବିତ। ଜାତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ଏକମାତ୍ର ଯୁବକ ସୁବ୍ରତ କୁମାର ଦାସ। ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଯୁବ…
Read More...

କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତ ଦେହ….

ବାରିପଦା(ନିରପେକ୍ଷ ଖବର)ତା-୧୧/ଅଗଷ୍ଟ/୨୦୧୯-ମୟୁରଭଞ୍ଜ ଜିଲ୍ଲା ବିଶୋଇ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଅଛି।ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଅଛି । ଏ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ…
Read More...

ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବ…

ବାରିପଦା(ନିରପେକ୍ଷ ଖବର)ତା-୭/ଅଗଷ୍ଟ/୨୦୧୯- ଜିଲ୍ଲା ଜର୍ଜ ଓ ଦୌରା ଜର୍ଜ କୋର୍ଟର ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବୁଖରେ ହରତାଳ କରିବାକୁ ଚେତାବନୀ ଦେଲା ଜିଲ୍ଲା ଓକିଲ ସଂଘ। ସ୍ଥାୟୀ କୋର୍ଟ ରହିଥିବା ଜାଗାରେ ନୂତନ ଗୃହ ନିର୍ମାଣ କରିବାକୁ…
Read More...

ଅସୁରକ୍ଷିତ ହୋଇପଡ଼ିଛି ବାରିପଦା ସହର…..

ବାରିପଦା(ନିରପେକ୍ଷ ଖବର)ତା-୬/ଅଗଷ୍ଟ/୨୦୧୯-ବାରିପଦା ସହରରେ ଦିନକୁ ଦିନ ଲୁଟ,ଡକାୟତି, ଦୁର୍ଘଟଣା ଆଦି ବଢ଼ିବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଭୁଶୁଡି ପଡ଼ିଲାଣି। ଏପରି କି ରାସ୍ତା ମଝିରେ ଯାହାର ଯେଉଁଠି ମନ ହେଉଛି, ସିଏ ସେଠି ଗାଡି ଛିଡା କରିଦେଉଛି। ସତେ ଯେମିତି ଏ ସହର ପାଇଁ…
Read More...

ଫକୀର ମୋହନ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଖୋଲିବାକୁ ମାର୍ସା ଆର୍ମିର ଦାବି….

ବାରିପଦା(ନିରପେକ୍ଷ ଖବର)୪/୮/୧୯: ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଶ୍ରୀମୟ ଦାସ ଅଧିକାରୀଙ୍କୁ ଭେଟି ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଛାତ୍ର ସଂଗଠନ ମାର୍ସା ଆର୍ମି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...

ପାଇଖାନା ସମ୍ବୁଖରେ ଚିକିତ୍ସିତ ହେଉଛନ୍ତି ରୋଗୀ….

ପୁରୀ:(ନିରପେକ୍ଷ ଖବର):୩୧-୭-୧୯: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଉଛନ୍ତି ହନ୍ତସନ୍ତ। ଏପରିକି ମେଡିକାଲରେ ଥିବା ପାଇଖାନ ନିକଟରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ପାଇଖାନାର ମଳମୂତ୍ର ଗନ୍ଧରେ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ବୁଖିନ ହେଉଛନ୍ତି। ଫଳରେ ରୋଗୀ ଆରୋଗ୍ୟ…
Read More...