
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଜଟିଳ ଲିଭର ରୋଗୀଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପାଲଟିଛି ମଣିପାଲ୍ ହସ୍ପିଟାଲଅଲ୍ ଓଡ଼ିଶା ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ “ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ–2026” ଆୟୋଜନଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲମୋକିମଙ୍କ ସଂଗଠନରେ ସାମିଲ୍ ହେଲେ ଭୁବନେଶ୍ୱରର ଶତାଧିକ ମହିଳା ନେତ୍ରୀନେତା,ମନ୍ତ୍ରୀ ଓ ଅଧିକାରୀ କରୁଛନ୍ତି ଚାଷୀଙ୍କ ଧାନଚୋରି-ମନୱର ଅଲ୍ଲୀଯୁଗଶ୍ରୀ ଯୁଗନାରୀ’ ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟଡିଜିଟାଲ ମିଡ଼ିଆ ଏଡିଟର ଏବଂ ଓନରସ ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’

ଠକେଇ ଏମିତି ବି ହୁଏ, ଜାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ…
ବାରିପଦା(ନିରପେକ୍ଷ ଖବର)ତା-୨୨/୦୨/୨୦୨୦-
ସାଧାରଣତଃ ବିଭିନ୍ନ ସମୟରେ ଅନେକ କମ୍ପାନୀ ଓ ସେମାନଙ୍କର କର୍ମଚାରୀମାନଙ୍କ ଦ୍ବାରା ଗ୍ରାହକମାନେ ଠକାମିରେ ଶିକାର ହୋଇଥାଆନ୍ତି। ହେଲେ ଗତ ୧୭ ତାରିଖରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେବ।…
ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଛି ‘ଖେଲୋ ଇଣ୍ଡିଆ’
କଟକ,ନିରପେକ୍ଷ ଖବର: ଫେବୃୟାରୀ ୨୨ – ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର…
ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୨/୦୨: ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ । ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ୫୦ ପ୍ରତିଶତ ମହିଳା ବସବାସ କରୁଛନ୍ତି ।…
ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ?:ବିଜେପି
ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍…
ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,ନିରପେକ୍ଷ ଖବର:ତା୨୧/୦୨ ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି
ଅବସରରେ ଶ୍ରୀ ପ୍ରଧାନ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ…
ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସର ଉନ୍ମତ କାଣ୍ଡ।
ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦-ନିଶାସକ୍ତ ଅବସ୍ଥାରେ କର୍ତ୍ତବ୍ୟ ରତ ପୋଲିସଙ୍କର ଉନ୍ମତ କାଣ୍ଡ । ଏହି ଭଳି ଘଟଣା ଦେଖିବାକୁ ମିଲିଛି ମୟୁରଭଂଜ ଜିଲ୍ଲା ବଡ଼ସାହି ଥାନା ହିଙ୍ଗୁଳା ଯାତ୍ରାରେ ।ଏହି ଅଞ୍ଚଳରେ ଏହା ଏକ ବଡ଼ ପର୍ବ ହୋଇଥିବାରୁ ହିଙ୍ଗୁଳା ଯାତ୍ରାରେ ମା" ଙ୍କ ଦର୍ଶନ ଓ…
ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ।
ବାରିପଦା(ନିରପେକ୍ଷ ଖବର)ତା-୧୪/୦୨/୨୦୨୦- ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ଘଟିଛି । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ୍ ଗ୍ରାମରେ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।
ଆଜି ସକାଳ…
ବାରିପଦା ରେଞ୍ଜରୁ ହାତୀ ଦାନ୍ତ ଉଦ୍ଧାର
ବାରିପଦା୧୩/୨(ନିରପେକ୍ଷ ଖବର): ବାରିପଦା ଜଙ୍ଗଲ ରେଞ୍ଜ ଅଧିନରେ ଯାଉଥିବା ଟିଟିଆ ଛକ ଠାରେ ସାଧାରଣ ଗାଡିଚେକିଂ ସମୟରେ ଓଡି ୧୧ ୫୨୮୦ ନମ୍ବର ର ଏକ ଅଟୋ ରୁ ଦୁଇଟି ହାତୀ ଦାନ୍ତ ଉଦ୍ଧାର ହେବା ସହିତ ୫ ଜଣ ଯୁବକ ଗିରଫ ହୋଇଛନ୍ତି। ବାରିପଦା ଜଙ୍ଗଲ ରେଞ୍ଜ ଅଫିସ୍ ହାଜତରେ ତାକୁ ରଖାଯାଇଛି ।…
ବାରିପଦାରେ ଧରା ପଡିଲା ନକଲି ତେଲ କାରବାର।
ବାରିପଦା(ନିରପେକ୍ଷ ଖବର)ତା-୧୩/୦୨-ବାରିପଦା ସହର ଭିତରେ ଚାଲିଛି ଚୋରା ତେଲ କାରବାର। ନକଲି ତେଲ ବିକ୍ରି କରୁଥିବା ବେଳେ ଜଣେ ଅଭିଯୁକ୍ତ ବ୍ୟବସାୟୀକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତ ପାଖରୁ ଦୁଇ ଲିଟର ନକଲି ସୋରିଷ ତେଲ ଜବତ କରାଯାଇଛି।
ଏଥିସହିତ ବ୍ୟବସାୟୀ…
ଆଦିବାସୀମେଳାର ସଂଧ୍ୟା ଦର୍ଶକଙ୍କ ମନ ମୋହୁଛି ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟ
ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୧-ଆଦିବାସୀମେଳାର ମୁଖ୍ୟ ଆକର୍ଷଣ ସାଜିଛି ପାରମ୍ପରିକ ଜନଜାତି ନୃତ୍ୟ । ପ୍ରତ୍ୟେହ ସଂଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ବାଦ୍ୟର ତାଳେ ତାଳେ ଜନଜାତି କଳାକାରଙ୍କ ନୃତ୍ୟ ଦେଖିବାପାଇଁ ଦର୍ଶକଙ୍କ ବେଶ୍ ଭିଡ ଜମୁଛି । ଗତକାଲି ମେଳାରେ ପାରଳାଖେମୁଣ୍ଡିର ସଉରା…
ସ୍କୁଲ୍ ଛାତ୍ରଙ୍କ କାଠ ବୋହାଇବା ଭିଡିଓ ଭାଇରାଲ ।
ବାରିପଦା(ନିରପେକ୍ଷ ଖବର)ତା-୨୯/ଜାନୁଆରୀ/୨୦୨୦-ସରକାରଙ୍କ ନିର୍ଦ୍ଧେଶକୁ ଖାତିର କରୁ ନାହାଁନ୍ତି ଶିକ୍ଷକ। ସର୍ବଶିକ୍ଷା ଅଭିଯାନକୁ ଦଳିମକଚି ଦେଉଛନ୍ତି। ବିଦ୍ୟାଳୟରେ ପାଠ ପଢ଼ା ବ୍ୟତୀତ ଅନ୍ୟ କୋୖଣସି କାର୍ଯ୍ୟରେ ଛାତ୍ରଛାତ୍ରୀମାନଙ୍କୁ ନିୟୋଜନ ନ କରାଇବା ପାଇଁ ଗଣ ଶିକ୍ଷା ରୋକଠୋକ ମନା ବି…
ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ଟସର ବସ୍ତ୍ର
ଭୁବନେଶ୍ୱର ,ନିରପେକ୍ଷ ଖବର: ୨୮/୦୧/୨୦୨୦
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ଜାନୁଆରୀ ୨୬ ତାରିଖଠାରୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା-୨୦୨୦ ଆରମ୍ଭ ହୋଇଛି । ଏହି ମେଳାରେ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ତଥା ଓଡ଼ିଶାର ପ୍ରତ୍ୟେକ ଉତ୍ପାଦକୁ…
ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ…
* ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁ ସ୍ୱାକ୍ଷରିତ ...
* ଦ୍ୱିପାକ୍ଷିକ ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ବୃହତ ବଡ ଯୋଜନା ପ୍ରସ୍ତୁତ ହେଉଛି ...
* ଏମଓୟୁ ଦ୍ୱାରା ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ ...
* ଆଇଓସିଏଲ ଏବଂ ବ୍ରାଜିଲର…
ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ
ଶିଶୁକୁ ନିଜେ ମା ଅକ୍ସଞ୍ଜେନ ଦେଉଥିବା ଭିଡ଼ିଓ ଭାଇରାଲ।
ବାରିପଦା(ନିରପେକ୍ଷ ଖବର)ତା-୨୫/୦୧/୨୦୨୦-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା। ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେଲା ଭଳି ଲାଗୁଥିଲା। ହେଲେ ଲୋକଙ୍କର ଦୁଃଖ ଦୂର…
ଶିକ୍ଷକଙ୍କୁ ଛାତ୍ର ମାଲିସ କରୁଥିବାର ଭିଡିଓ ଭାଇରାଲ୍ ।
ବାରିପଦା(ନିରପେକ୍ଷ ଖବର)ତା-୨୪/୦୧-ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମାଲିସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।ତେବେ ଉକ୍ତ ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ସୋସିଆଲ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।
ବାରିପଦା(ନିରପେକ୍ଷ ଖବର)ତା୧୬/୦୧/୨୦୨୦-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ।ଦିବଲୋକ ରେ ବିଚ ରାସ୍ତାରେ ଚୁରା ମାଡ କଲେ ଯୁବକ।ଯାହା ଫଳରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରି ବସି ରହିଛନ୍ତି।ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟ ର ଟ୍ରକ ବସ ସବୁ ଅଟକି ରହିଛି।ସ୍ଥାନୀୟ ଲୋକଙ୍କ…
ଯୁବ ଦିବସରେ ରକ୍ତଦାନ କଲା ମା’ବାସନ୍ତୀ ସ୍ବେଚ୍ଛାସେବୀ ଯୁବ ସଙ୍ଗଠନ
ଏବିସିଟି ରସାଳପୁର ଚମ୍ପିଆନ୍ ....
ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା…
ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ…
ଶିମିଳିପାଳରେ ବରଫ ବର୍ଷା….
ବାରିପଦା(ନିରପେକ୍ଷ ଖବର)ତା-୧୩/ଜାନୁଆରୀ/୨୦୨୦-ରାଜ୍ୟକୁ ପୁଣି ଫେରିଛି ଶୀତ ।ଶୀତ ର ପ୍ରକୋପରୁ ସାରା ଓଡିଶା ବର୍ତ୍ତି ପାରୁନାହିଁ । ପ୍ରବଳ ଜାଡରେ ଥରୁଛି ଓଡିଶା । ଆଂଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନ ମାନଙ୍କ ରେ ଥଣ୍ଡା…
ଭତ୍ତା ନେଲା ଜୀବନ
*ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ.....
ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦-ଭତ୍ତା ନେବା ପାଇଁ ରାସ୍ତା ପାରି ହେଉଥିବା ବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧା ଙ୍କ ମୃତ୍ୟୁ।
ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ୧୮ ନମ୍ବର ଜାତୀୟ…
