
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି

ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ….
ବାରିପଦା(ନିରପେକ୍ଷ ଖବର)ତା-୩୦/ଜୁଲାଇ/୨୦୧୯- ଲାଞ୍ଚ ମାଗିବା ମହଙ୍ଗା ପଡିଲା। ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ୨୦୧୨ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ବାରିପଦା ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜର୍ଜ ବେଣୁଧର ପାତ୍ର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମୟୁରଭଞ୍ଜ…
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ଠକି ଚାଲିଛନ୍ତି ରାଜ୍ୟ ସରକାର..
ବାରିପଦା(ନିରପେକ୍ଷ ଖବର)ତା-୨୯/ଜୁଲାଇ/୨୦୧୯-ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀ ଶ୍ରୀ ହରିବଳଦେଵ ମହାପ୍ରଭୁ ବିଜେ ଓ ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ସେବାୟତମାନେ…
ଜଳାଭିଷେକ ପାଇଁ ଯାଉଥିବା ବେଳେ ଚାଲିଗଲା ଦୁଇ କାଉଡ଼ିଆଙ୍କ ଜୀବନ…
ନିରପେକ୍ଷ ଖବର(ବାରିପଦା)ତା: ୨୭/୦୭/୨୦୧୯-ମୟୁରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା। ଶ୍ରାବଣ ମାସର ସୋମବାର ଦିନ ବାବା ମହାଦେବ ଙ୍କ ଲିଙ୍ଗରେ ଜଳାଭିଷେକ କଲେ ପୁଣ୍ୟ ମିଳେ ବୋଲି ଲୋକବାଣୀ ଅଛି। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ଅଞ୍ଚଳରୁ…
ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ଦେଲେ ୱାଲିଗଞ୍ଜବାସୀ….
ନିରପେକ୍ଷ ଖବର(ବାରିପଦା)ତା୨୬/ଜୁଲାଇ/ ୨୦୧୯: ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଲେଖାଏଁ ବର୍ଷା ପାଣି । ବର୍ଷା ଦିନରେ ରାସ୍ତାରେ ଯିବାଆସିବା କରିବା ସମ୍ଭବପର ହେଉନି। ଏପରିକି ରୋଗୀ ଯିବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ନୁହେଁ। ଏହା ହେଉଛି ବାରିପଦା ପୌରପରିଷଦ ଅନ୍ତର୍ଗତ ଥିବା ୩…
ଆଜି ବି ମାନବିକତା ବଞ୍ଚିଛି…..
ନିରପେକ୍ଷ ଖବର(ବାରିପଦା)ତା-୨୬/ଜୁଲାଇ/୨୦୧୯-ସରକାରୀ ବାବୁଙ୍କ କ୍ଷେତ୍ରରେ ଥିବା ଜନତାଙ୍କ ଭାବଧାରା କୁ ବଦଳାଇ ଦେଲେ ଜଣେ ସରକାରୀ ବାବୁ।ଏକ ଅସହାୟ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରି ପହଞ୍ଚାଇଥିଲେ ବୃଦ୍ଧାଶ୍ରମରେ। ମୟୁରଭଞ୍ଜ ଜିଲ୍ଲା ବାରିପଦା ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଉଦାହରଣ…
ସୀମାନ୍ତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା…..
ନିରପେକ୍ଷ ଖବର(ବାରିପଦା)ତା-୨୫/ଜୁଲାଇ/୨୦୧୯-ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଚତୁର୍ଥ ସେମିଷ୍ଟାରର ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଦ୍ବିତୀୟ ଦିନ ପରୀକ୍ଷା ନଦେଇ ପାରିବାକୁ କେନ୍ଦ୍ର କରି ଆଜି…
ଡିବିରି ରୁ ଅଗ୍ନିକାଣ୍ଡ : ୩ ଗୁରୁତର ….
ବାରିପଦା (ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯- ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ମୟୁରଭଂଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କୁଟୁରିଆ ଗ୍ରାମର ମାନି ଦେଓଗାଁ, ଶାନ୍ତି ଦେଓଗାଁ ଓ ଚିର୍ପି ପୂର୍ତ୍ତି ଲାଇନ କଟିଯିବାପରେ ଡିବିରି ଜଳାଇ ତେଲ ଢାଳୁଥିବା ବେଳେ ଘରେ ଥିବା ଏକ…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର..
ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି…
ବାଇକରେ ଲିଫ୍ଟ ଦେବା ବାହାନାରେ ଜଂଗଲରେ ଯୁବତୀକୁ ବଳାତ୍କାର…
ବାରିପଦା,ନିରପେକ୍ଷ ଖବର:୨୪/୦୭/୨୦୧୯: ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଣେ ଯୁବତୀକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟର ବିଚାରପତି ଶାନ୍ତନୁ…
ଆଶ୍ଚର୍ଯ୍ୟ ହେଲେ ବି ସତ….
ବାରିପଦା:(ନିରପେକ୍ଷ ଖବର)୨୩/ଜୁଲାଇ/୨୦୧୯:ଆଶ୍ଚର୍ଯ୍ୟ ହେଲେ ବି ଘଟଣାଟି ସତ୍ୟ। ନାଗରାଜଙ୍କ କୁକୁଡ଼ା ଶିକାର। ଗତକାଲି ଏଭଳି ଏକ ଭୟଭୀତ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗୌଡ଼ରାମା ପଞ୍ଚାୟତ କୁଳିପାଳ ଗ୍ରାମରେ ଘଟିଯାଇଛି। କୁଳିପାଳ ଗ୍ରାମର କଟିଆ ପ୍ରଧାନଙ୍କ ଘରେ ଦେଖିବାକୁ…
ଦୁର୍ଘଟଣା ସ୍ଥାନରେ ୧୦୮ ଆମ୍ବୁଲାନସ୍ ପହଁଚି ପାରିଲାନି..
ବାରିପଦା: ନିରପେକ୍ଷ ଖବର ୨୨/୦୭/୨୦୧୯: ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ଏକ ସଡକ ଦୂର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସାରସକଣାର ଖେକରା ଧଳ ନିଜ ବମ୍ବେଛକରୁ ବାରିପଦା ପଟେ ଯାଉଥିବା ସମୟରେ ଧାଙ୍ଗୁଡିଶୋଳ ଛକ ନିକଟରେ…
ମେଡିକାଲରେ ମଦୁଆଙ୍କ ଉତ୍ପାତ…
*ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍.....
ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି।…
ବାରିପଦାରେ ଚାଲୁ ରହିଛି ରାଜସ୍ଥାନ ମହୋତ୍ସବ…
ବାରିପଦା,ନିରପେକ୍ଷ ଖବର:ତା ୧୯/୭/୨୦୧୯(ଶୁକ୍ରବାର) ବାରିପଦା କଲେଜ ପଡିଆରେ ତା ୫/୭/୧୯ ରିଖ ଠାରୁ ଆନ୍ତରାଜ୍ୟ ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ବିକ୍ରୟ ନିମନ୍ତେ ଆରମ୍ଭ ହୋଇଥିବା ରାଜସ୍ଥାନ ମହୋସବ ଚାଲୁ ରହିଅଛି। ବାରିପଦା ଭଳି ଏକ ସୌଖିନ ସହରରେ ବିଭିନ୍ନ…
ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର….
ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ…
ପାଟକୁରାରେ ପୁଲିସର ବର୍ବର କାଣ୍ଡ….
ବାରିପଦା, ନିରପେକ୍ଷ ଖବର(୧୮/ଜୁଲାଇ/୨୦୧୯)-କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ମୟୁରଭଞ୍ଜର ସାମ୍ବାଦିକମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖରେ ପ୍ରତିବାଦ ସଭା କରିଛନ୍ତି।ପାଟକୁରାରେ ପୁଲିସର ବର୍ବର…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ…….
ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ…
ହୋଟେଲରେ ଜଣେ ଯୁବକର ସନ୍ଧେହ ଜନକ ମୃତ୍ୟୁ
ବାରିପଦା,ନିରପେକ୍ଷ ଖବର:୧୬/ଜୁଲାଇ ୨୦୧୯(ମଙ୍ଗଳବାର)- ସ୍ଥାନୀୟ ଏକ ହୋଟେଲରୁ ଜଣେ ଯୁବକର ସନ୍ଧେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନା ପୁଲିସ୍ ଏହି ମୃତ ଦେହକୁ ଉଦ୍ଧାର କରିଛି। ମଙ୍ଗଳବାର ଅପରାହ୍ନ 2ଟା ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଅପର୍ଣ୍ଣା ହୋଟେଲରୁ ଏକ…
ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ
ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ…
ବିରିପଦା, ନିରପେକ୍ଷ ଖବର:୧୪/ଜୁଲାଇ/୨୦୧୯,(ରବିବାର) ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ରୀତିନୀତି ଅନୁସାରେ ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଯାଇଛି। ବିଶେଷକରି ପରମ୍ପରା ଅନୁଯାୟୀ ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ…
ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର….
ପୁରୀ, ନିରପେକ୍ଷ ଖବର: ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର। ମୃତକ ମାନେ ସତ୍ୟବାଦୀ ବିରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଓ ପୁତୁରା। ଆଜି ସନ୍ଧ୍ୟା ୫ଟାରେ ଦୁର୍ବୁର୍ତ ମାନେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁ।…
