
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଜଟିଳ ଲିଭର ରୋଗୀଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପାଲଟିଛି ମଣିପାଲ୍ ହସ୍ପିଟାଲଅଲ୍ ଓଡ଼ିଶା ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ “ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ–2026” ଆୟୋଜନଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲମୋକିମଙ୍କ ସଂଗଠନରେ ସାମିଲ୍ ହେଲେ ଭୁବନେଶ୍ୱରର ଶତାଧିକ ମହିଳା ନେତ୍ରୀନେତା,ମନ୍ତ୍ରୀ ଓ ଅଧିକାରୀ କରୁଛନ୍ତି ଚାଷୀଙ୍କ ଧାନଚୋରି-ମନୱର ଅଲ୍ଲୀଯୁଗଶ୍ରୀ ଯୁଗନାରୀ’ ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ-୨୦୨୬ ଅନୁଷ୍ଠିତବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟଡିଜିଟାଲ ମିଡ଼ିଆ ଏଡିଟର ଏବଂ ଓନରସ ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’

ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ
ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ - ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା…
‘ଲାସାସା’ ସଂଗଠନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
କଟକ, ନିରପେକ୍ଷ ଖବର:ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଲାସାସା ସାମାଜିକ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି।ସାମାଜିକ ଦୁରତ୍ଵ ଓ ଗୋଷ୍ଠୀ କୈନ୍ଦ୍ରିକ କୁ ରକ୍ଷା କରି ବୃକ୍ଷ ରୋପଣ ଓ ବିଶୋଧନ କାର୍ଯ୍ୟକ୍ରମ କରାଯାଇଥିଲା। ସଙ୍କରପର ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ…
ସରସ୍ଵତୀ କଳା ପରିଷଦ ତରଫରୁ କରୋନା ଯୋଦ୍ଧା ସମ୍ମାନ
କଟକ,ନିରପେକ୍ଷ ଖବର:କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର,କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ,ଅଶାକର୍ମୀ,ଅଙ୍ଗନବାଡି…
କଟକ:ପରିବା ବଜାରରେ ନିଆଁ
ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ…
ପାନୀୟ ଜଳ ପ୍ରକଳ୍ପ ଅଚଳ
ନିରପେକ୍ଷ ଖବର(ନିଆଳି):ତା ୨୯/୦୯ ଗ୍ରାମାଞ୍ଚଳ ଗୁଡିକରେ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ଗୁଡିକର ସଠିକ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳିଛି ଫଳରେ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟୟ…
ସରକାରି ଯୋଜନା କାହା ପାଇଁ ?
*ବିକାଶ ରାସ୍ତାରେ ଓଡିଶା ଆଗକୁ ଆଗକୁ ଚାଲିଛି ତଥାପି ବିକାଶ ପାଖରେ ପହଞ୍ଚିବାକୁ ଆହୁରି ଯେମିତି ଅନେକ ବାଟ ବାକି ରହିଛି....
(ନିଆଳି):ନିରପେକ୍ଷ ଖବର : ବିଭିନ୍ନ ସ୍ଥାନରେ ଫେଲ୍ ମାରିଛି ଆବାସ ଯୋଜନା।ଆବାସ ଯୋଜନାରେ ସରକାର ଘରଟିଏ ଯୋଗାଇ ଦେଉ ନାହାନ୍ତି । ଏଭଳି ଏକ ଅଭାବନିୟ ଘଟଣା…
ବହୁଚର୍ଚ୍ଚିତ ଶିଶୁ ଅଦଳ ବଦଳ ଘଟଣା
* ମାଆ ରଇବାରୀଙ୍କ କୋଳକୁ ଫେରିବା ପାଇଁ ମାନ୍ୟବର କୋର୍ଟଙ୍କ ରାୟ
ବାରିପଦା(ନିରପେକ୍ଷ ଖବର) ତା-୦୩/୦୯- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଘଟଣା ସାମ୍ନାକୁ ଆସିଥିଲା। ମାଆ ନିଜର ଜନ୍ମିତ ଶିଶୁକୁ ପାଇବାକୁ ୪ ମାସ ଧରି ନ୍ୟାୟିକ ସଂଘର୍ଷ ପରେ…
ୟୁରିଆ ଖାଇ ଚାରି ଶିଶୁ ଗୁରୁତ୍ୱର
ବାରିପଦା(ନିରପେକ୍ଷ ଖବର) ତା-୦୩/୦୯-ମୟୁରଭଞ୍ଜ ଜିଲା, ବଡ଼ସାହି ବ୍ଲକ ଅଞ୍ଚଳରେ ଅଘଟଣ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ପଞ୍ଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି।ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ…
କେବଳ କାଗଜ ପତ୍ରରେ ପ୍ରକଳ୍ପ କାମ ଚାଲିଥିବାର ଅଭିଯୋଗ
*ଜେଇ, ପି.ଇ.ଓ. ,ସରପଂଚ ଏବଂ ଭେଣ୍ଡରଙ୍କ ସଲାସୁତୁରା ରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଲେ ଗ୍ରାମବାସୀ
ବାରିପଦା(ନିରପେକ୍ଷ ଖବର) ତା-୦୨/୦୯- ଗ୍ରାମାଂଚଳରେ ଲୋକଙ୍କୁ କାମ ଯୋଗାଇ ଦେବା ସହ ଅଂଚଳର ପ୍ରଗତୀ ସହ ରାସ୍ତାଘାଟ ଜଳସେଚନ, କୃଷି ଆଦିର ବିକାଶ ପାଇଁ କେନ୍ଦ୍ର ସରକାର…
ମୟୂରଭଞ୍ଜ ସାଂସଦଙ୍କ ହାତପାଣ୍ଠିରେ ଜାଲିଆତି ଅଭିଯୋଗ
ବାରିପଦା(ନିରପେକ୍ଷ ଖବର) ତା-୦୧/୦୯-ମୟୂରଭଞ୍ଜ ସାଂସଦଙ୍କ ପାଣ୍ଠିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଖୋଦ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ,ମୟୂରଭଞ୍ଜ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଜାଲ ଦସ୍ତଖତ କରି ଭାରତୀୟ ଜନତା…
ସହ ସହ ଏକର ଚାଷ ଜମି ଜଳମଗ୍ନ
କଟକ, ନିରପେକ୍ଷ ଖବର:ଲଘୁଚାପ ବର୍ଷା ଥମିବା ପରେ ସବୁ ନଦୀରେ ବନ୍ୟା ଆସିଛି।ଦେବି ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।ଏହି ପାଣି ଏବେ ଗାଁ ମୁହାଁ ହୋଇ ଚାଷ ଜମିରେ ଏବଂ ଘରେ ପଶିବା ଆରମ୍ଭ କରିଛି।ନିଆଳି ବ୍ଳକର ସଡାସଂ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡର,ସାତ କାଳିଆ, କରାଙ୍ଗ, କଣ୍ଟି ସାଳ,…
ବନ୍ୟା ପାଣିରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ବାରିପଦା(ନିରପେକ୍ଷ ଖବର) ତା-୩୦/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିଲେ।ସେହି ନିଖୋଜ ହୋଇଥିବା ମହିଳା ଜଣଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗ୍ରାମବାସୀ ମାନଙ୍କ ଦ୍ବାରା…
ଡାକ୍ତର ଅଭୟ ପଟ୍ଟନାୟକ ଙ୍କୁ ସମ୍ମାନିତ କଲା ବ୍ରାଜିଲ ର ଏକ ସଂସ୍ଥା
କଟକ, ନିରପେକ୍ଷ ଖବର:ତା ୩୦/୦୮ ମାନବାଧିକାର ରକ୍ଷାକାରୀ ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚଳିତ ବର୍ଷ ର ମର୍ଯ୍ୟାଦା ଜନକ ସମ୍ମାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସମାଜରେ ସଚେତନତା ସୃଷ୍ଟି କରି ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସହିତ ଉତ୍ସାଗିକୃତ ମନୋଭାବ ନେଇ ସେବା କରି ଥିବାରୁ ବ୍ରାଜିଲ…
ଜିଲ୍ଲାରେ କୋଭିଡ଼ ଟେଷ୍ଟ ସଂଖ୍ୟା ଏକ ଲକ୍ଷ ପହଞ୍ଚିଲା
ବାରିପଦା(ନିରପେକ୍ଷ ଖବର) ତା-୨୭/୦୮-ଜିଲ୍ଲା ପ୍ରସାଶନ ପକ୍ଷରୁ କୋଭିଡ଼ ଟେଷ୍ଟକୁ ବ୍ୟାପକ କରାଯାଇ ନମୁନା ପରୀକ୍ଷାର ସଂଖ୍ୟା ବୃଦ୍ଧି କରାଯାଇଛି। ଏଥି ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି। ପ୍ରତେକ ଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ…
ଜିଲ୍ଲାରେ ବନ୍ୟାଜନୀତ ବ୍ୟାପକ କ୍ଷୟକ୍ଷତି
ବାରିପଦା (ନିରପେକ୍ଷ ଖବର) ତା ୨୭/୦୮ ଗତ ୨୫ ରାତିରେ ଲଘୁଚାପ ଜନୀତ ପ୍ରବଳ ବର୍ଷାରେ ୨୬ ତାରିଖରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଜଳକା, ଜରାଳି, ସରାଳି, ଜମ୍ଭୀରା ଆଦି ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ବହୁ ଲୋକଙ୍କ ଘରେ ପାଣିପଶି ଯାଇଛି । ବହୁ କଚ୍ଚାଘର ଏପରିକି…
ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ମା’ ମୃତ ଝିଅ ଗୁରୁତର
ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ପଡିଲା। ଏହି ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡିବା ଫଳରେ ମାଆର ମୃତ ହେବା ସହିତ ଝିଅ ଗୁରୁତର ହୋଇଛି। ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି…
ବନ୍ୟା ପାଣିରେ ଭାସିଗଲେ ୩ ଜଣ…
ବାରିପଦା(ନିରପେକ୍ଷ ଖବର)ତା-୨୬/୦୮-ଲଘୁଚାପ ଜନିତ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଯାହା ଦ୍ୱାରା ଗଙ୍ଗାହାର ନଦୀ ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇଥିବା ବେଳେ ଜମ୍ଭିରା ନଦୀ ବନ୍ୟା ଜଳରେ ଭାସି ଯାଇଥିବା ବୃଦ୍ଧା ଦମ୍ପତି ଉଦ୍ଧାର ହୋଇଥିବା ଜଣାପଡିଛି।…
ଲଘୁଚାପ ଜନିତ ବର୍ଷା ହେଲା କାଳ
ବାରିପଦା(ନିରପେକ୍ଷ ଖବର) ତା-୨୬/୦୮- ବାରିପଦା ସହର ଏକ ଲଗାଣ ବର୍ଷା ଯେ ସହିବାକୁ ଅସମର୍ଥ ତାହା ଆଜି ଧରା ପଡ଼ିଯାଇଛି।ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ବର୍ଷା ଲାଗି ରହିଛି। ମୟୁରଭଞ୍ଜ ଜିଲ୍ଲାର ସମେତ ବାରିପଦାରେ ସୋମବାର ଠାରୁ…
ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ।
ବାରିପଦା(ନିରପେକ୍ଷ ଖବର) ତା-୨୨/୦୮-ଘରେ କେହି ନଥିବାର ଫାଇଦା ନେଇ ନାବାଳିକାଙ୍କୁ ଅପହରଣ କରିବା ସହ ଦୀର୍ଘ ୩୫ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ଅଭିଯୁକ୍ତ ଜଣକ…
ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ମନା
ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ମୟୁରଭଞ୍ଜ ଜିଲାର କୌଣସି ସର୍ବସାଧାରଣ ସ୍ଥାନରେ ଏଥର ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏହି ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିପାରିବେ ନାହିଁ…
