ରାଜନୀତି ନିଖୋଜ ଶିଶୁ ଏବଂ ଅଙ୍ଗ ତସ୍କର ର୍ୟାକେଟର ପର୍ଦ୍ଦାଫାଶ କରୁ ପୋଲିସ୍ Debabrat Mohanty Dec 17, 2020 0 * କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ପ୍ରକାଶ କରୁ * ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ? * ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି * ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଶାସକ… Read More...
ରାଜନୀତି ପୁଣି ଜୋର ଧରିଲା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି Debabrat Mohanty Dec 14, 2020 0 ଭଦ୍ରକ, ନିରପେକ୍ଷ ଖବର:ତା ୧୪/୧୨ ଆମର ଦାବି ସରକାର ତୁମେ ମାନି ନିଅ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପି ଏମିତି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ଗଣଧାରଣା ଦେଇଛି। ଆଜି ଶହ ଶହ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ… Read More...
ରାଜନୀତି କେନ୍ଦ୍ର କୃଷି ଆଇନ ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ ଶୋଭାଯାତ୍ରା Debabrat Mohanty Dec 5, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର(୫/୧୨): ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସଂଯୋଜକ MD Manwar Alli ଙ୍କ ନେତୃତ୍ୱ ରେ ଶହ ଶହ ଯୁବଛାତ୍ର ଯୋଗ ଦେଇଥିଲେ । ଏନେଇ ଶ୍ରୀ… Read More...
ରାଜନୀତି ବି.ଜେ.ଡି ରୁ ବିଦା ହେଲେ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ Debabrat Mohanty Nov 29, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୧୧ ସରକାରୀ ଚାକିରୀରୁ ଟଙ୍କାର ପାହାଡ଼ ସୃଷ୍ଟି କରିଥିବା ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ସଜବାଜ ହେଉଥିବା ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି । ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁର… Read More...
ରାଜନୀତି ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ Debabrat Mohanty Nov 21, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୦.୧୧ କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ… Read More...
ରାଜନୀତି ସ୍କୁଲ ଖୋଲିବା ନେଇ ଫିଟୁନି ବାଟ Debabrat Mohanty Nov 21, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର :ତା ୨୧/୧୧ ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ରାଜ୍ୟରେ ୭ ହଜାର ୭… Read More...
ରାଜନୀତି ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ Debabrat Mohanty Oct 5, 2020 0 ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ - ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା… Read More...
ରାଜନୀତି ମୟୂରଭଞ୍ଜ ସାଂସଦଙ୍କ ହାତପାଣ୍ଠିରେ ଜାଲିଆତି ଅଭିଯୋଗ Biswajit bhuyan/Baripada Sep 1, 2020 0 ବାରିପଦା(ନିରପେକ୍ଷ ଖବର) ତା-୦୧/୦୯-ମୟୂରଭଞ୍ଜ ସାଂସଦଙ୍କ ପାଣ୍ଠିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଖୋଦ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ,ମୟୂରଭଞ୍ଜ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଜାଲ ଦସ୍ତଖତ କରି ଭାରତୀୟ ଜନତା… Read More...
ରାଜନୀତି ପ୍ରକାଶ ଡାଙ୍ଗଙ୍କୁ ବିଜେଡିର ଯୁଗ୍ମ ସମ୍ପାଦକ ଦାୟିତ୍ୱ Biswajit bhuyan/Baripada Aug 21, 2020 0 ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳର ସାଙ୍ଗଠନିକ ପଦ ପଦବୀର ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ… Read More...
ରାଜନୀତି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା Biswajit bhuyan/Baripada Aug 6, 2020 0 ବାରିପଦା(ନିରପେକ୍ଷ ଖବର) ତା-୦୬/୦୮- ବାଲି ଓ ମୋରୋମ ମାଫିଆ ମାନେ ଏବେ ଶାସକ ଦଳ ନେତା ମନ୍ତ୍ରୀ ପ୍ରସାଶନିକ ଅଧିକାରୀଙ୍କୁ ହାତେଇ କୋଟି କୋଟି ଟଙ୍କାର ଲଘୁ ଖଣିିଜ ଦ୍ରବ୍ୟ ଚୋରା ଚାଲାଣ କରି ମୁନାଫା କମାଉଛନ୍ତି।ସାରା ଜିଲ୍ଲାରେ ଏହିଭଳି ଚାଲିଥିବା ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି… Read More...
ରାଜନୀତି ମୟୁରଭଂଜ ବିଜେଡି ଛାତ୍ର ରାଜନୀତିରେ କିଏ ପିନ୍ଧିବ ସୁନା ମୁକୁଟ ! Biswajit bhuyan/Baripada Mar 12, 2020 0 ବଢୁଛି ଆଶାୟୀଙ୍କ ସଂଖ୍ୟା..... ବାରିପଦା(ନିରପେକ୍ଷ ଖବର)ତା-୧୨/୦୩-ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତାର ପୂର୍ବସ୍ଥିତିକୁ ଫେରିବା ପାଇଁ ସଗଠନକୁ ନେଇ ଅଙ୍କକଷା ଜାରି ରଖିଛି। ବହୁ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ଟାଣି ଜିଲ୍ଲା ସଭାପତି ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଗଲା।… Read More...
ରାଜନୀତି ରାଜ୍ୟସଭା ନିର୍ଵାଚନ: ସରୋଜିନୀ ହେମ୍ବ୍ରମ ନେଇ ଚର୍ଚ୍ଚା ଜୋର। Biswajit bhuyan/Baripada Mar 3, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୪/୦୩-ଋାଜ୍ୟର ସର୍ବବୃହତମ ଜିଲ୍ଲା ମୟୂରଭଞ୍ଜ ହୋଇଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲାରେ ବିଜୁ ଜନତାଦଳର ଆଗଧାଡିର ମହିଳା ନେତ୍ରୀ ସରୋଜନୀ ହେମ୍ବ୍ରମ୍ ବିଭିନ୍ନ ପଦପଦବୀରେ ରହି ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ… Read More...
ରାଜନୀତି ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ – ଧର୍ମେନ୍ଦ୍ର ପ୍ରଧାନ Mahanagar Feb 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୭/୦୨ – ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ… Read More...
ରାଜନୀତି ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ରାଜ୍ୟସରକାର: ଲେଖାଶ୍ରୀ Mahanagar Feb 27, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୭/୦୨: କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି… Read More...
ରାଜନୀତି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ Mahanagar Feb 22, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୨/୦୨: ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ । ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ୫୦ ପ୍ରତିଶତ ମହିଳା ବସବାସ କରୁଛନ୍ତି ।… Read More...
ରାଜନୀତି ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ?:ବିଜେପି Mahanagar Feb 22, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍… Read More...
ରାଜନୀତି ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ… Nirapakhya Khabar Jan 25, 2020 0 * ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁ ସ୍ୱାକ୍ଷରିତ ... * ଦ୍ୱିପାକ୍ଷିକ ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ବୃହତ ବଡ ଯୋଜନା ପ୍ରସ୍ତୁତ ହେଉଛି ... * ଏମଓୟୁ ଦ୍ୱାରା ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ ... * ଆଇଓସିଏଲ ଏବଂ ବ୍ରାଜିଲର… Read More...
ରାଜନୀତି ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା… Nirapakhya Khabar Jan 14, 2020 0 ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ… Read More...
ରାଜନୀତି ରାଇରଙ୍ଗପୁର ଆଇଟିଡିଏ ଅଫିସରେ ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକ ଙ୍କ ଦାଦାଗିରି। Biswajit bhuyan/Baripada Jan 9, 2020 0 *ପ୍ରକଳ୍ପ ପ୍ରଶାସକଙ୍କ ସହ ଯୁକ୍ତିତର୍କ... *ସାଂସଦ ଓ ବିଧାୟକ ଙ୍କ ନାମରେ ଥାନାରେ ପଡିଲା ଏତଲା... ବାରିପଦା(ନିରପେକ୍ଷ ଖବର)ତା-୧୦/ଜାନୁଆରୀ/୨୦୨୦:ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ଅଫିସରେ ମୟୁରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ… Read More...
ରାଜନୀତି ମୟୁରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର… Biswajit bhuyan/Baripada Jan 8, 2020 0 ବାରିପଦା(ନିରପେକ୍ଷ ଖବର)ତା-୮/ଜାନୁଆରୀ/୨୦୧୯-ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର। ଦ୍ୱିତୀୟ ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥିସହିତ କିଟ ଆବାସିକ ଶିକ୍ଷା ଅନୁଷ୍ଠାନ ପାଇଁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି… Read More...