Uncategorized ତୈଳ ବଜାର ହଳଚଳ Debabrat Mohanty Mar 14, 2026 0 ୱାଶିଂଟନ୍,ନିରପେକ୍ଷ ଖବର: ତା ୧୩/୦୩ ବିଶ୍ୱ ତୈଳ ବଜାରରେ ବଢୁଥିବା ଅସ୍ଥିରତା ମଧ୍ୟରେ ତୈଳ ସଙ୍କଟକୁ ରୋକିବା ପାଇଁ ଆମେରିକା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅସ୍ଥାୟୀ ଭାବରେ ଅନ୍ୟ ଦେଶମାନଙ୍କୁ ରୁଷରୁ ଅଶୋଧିତ ତୈଳ କିଣିବାକୁ ଅନୁମତି ଦିଆଯାଇଛି। ଆମେରିକୀୟ…
ସାମାଜିକ ରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତି Debabrat Mohanty Mar 14, 2026 0 ନୂଆଦିଲ୍ଲୀ,ନିରପେକ୍ଷ ଖବର: ତା:୧୪/୦୩ ଅନୀଲ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଗ୍ରୁପ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଇଡି ପକ୍ଷରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ…
ସାମାଜିକ ଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫ Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୩/୦୩ ଭୁବନେଶ୍ୱରରେ ସାଇବର ଠକେଇ ଚକ୍ର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। “ସାଇବର କବଚ୍” ଅଭିଯାନ ଅଧୀନରେ ନୟାପଲ୍ଲୀ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ପାରସ କର ନାମକ ବ୍ୟକ୍ତିଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଦେଶର…
Uncategorized ପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମ Debabrat Mohanty Mar 13, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୩/୦୩ ପୁରୀ ବେଳାଭୂମିରେ ଆସନ୍ତା ମାର୍ଚ୍ଚ 21ରୁ 23 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ Fit India Carnival ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଣ୍ଣିଭାଲ୍ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, କ୍ରୀଡ଼ା ଓ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହନ ଦିଆଯିବ।…
ଖେଳ ଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ ! Debabrat Mohanty Mar 13, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର, ତା ୧୩/୦୩ : ଟୋକିଓ ବୈଶ୍ୱିକ ବିତ୍ତ ଫୋରମ୍ରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀମାନେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ Suryabanshi Surajଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଟୋକିଓରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ…
ରାଜନୀତି ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁର Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର, ତା ୧୩/୦୩ :ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ଟି ପ୍ରକଳ୍ପକୁ…
ସାମାଜିକ ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସ Debabrat Mohanty Mar 13, 2026 0 ଭୁବନେଶ୍ବର,ନିରପେକ୍ଷ ଖବର: ତା ୧୩/୦୩ - ରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେିଇଯାଇଛି। ଏହି ଅବସରରେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯିବା ସହ ମହିଳାମାନେ ସମାଜରେ ନିଜକୁ ସୁରକ୍ଷିତ ରଖି ଆଗକୁ…
Uncategorized ଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍! Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୩ ଭୁବନେଶ୍ୱରରେ ଅସ୍ତ୍ର ସହ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ଧୌଳି ଥାନା ଅଧୀନ ଶିଶୁପାଳଗଡ଼ ଗେଟ୍ ନିକଟରେ ପାଟ୍ରୋଲିଂ ସମୟରେ ପୋଲିସ ସନ୍ଦେହଜନକ ଭାବେ ଘୁରୁଥିବା ଦୁଇଜଣଙ୍କୁ କାବୁ କରିଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ସୁଭମ ଚନ୍ଦ୍ର ନାୟକ…
ରାଜନୀତି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ Debabrat Mohanty Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା:୧୨/୦୩ ବିଭିନ୍ନ ଜନସମସ୍ୟା ଓ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳର ନେତୃତ୍ୱ ପକ୍ଷରୁ ସୂଚନା ମିଳିଛି। ଦଳ କହିଛି ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ନ ହେଲେ…
ରାଜନୀତି ଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ Nirapakhya Khabar Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି…
ରାଜନୀତି ବିଜେଡିକୁ ବଡ଼ ଝଟକା Debabrat Mohanty Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ବିଜେଡିକୁ ବଡ଼ ଝଟକା। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ। ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଟୋପି ପିନ୍ଧାଇ ତାଙ୍କୁ ଦଳରେ…
ସାମାଜିକ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ :ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୩/୨୭ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ Prithviraj Harichandanଙ୍କ ସହ ସଫଳ ଆଲୋଚନା ପରେ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ (AOCWA) ତାଙ୍କର ୧୪ ଦିନିଆ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ପ୍ରାୟ ୭୦ ହଜାର…
ରାଜନୀତି ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Debabrat Mohanty Mar 9, 2026 0 ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର ,ନିରପେକ୍ଷ ଖବର:୦୯/୦୩/୨୭ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉତ୍ସବ। କୋଲକାତା ସ୍ଥିତ…
ରାଜନୀତି ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ Debabrat Mohanty Mar 9, 2026 0 ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୩/୨୭ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଇଆରସି ଭିଲେଜେ ଓ ମହାନଗର ସ୍ୱାସ୍ଥ୍ୟ ସମିତି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ…
Uncategorized ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ଵିତୀୟ ଦିବସ* Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୮/୦୩/୨୦୨୬: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ କୋଣାର୍କ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ୱିତୀୟ ଦିବସରେ ଓଡ଼ିଶାର ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳା ମାନଙ୍କୁ…
ରାଜନୀତି ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଅହେତୁକ ବୃଦ୍ଧି Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୦୩/୨୦୨୬: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧକୁ ନେଇ ବିଜୁ ମହିଳା ଜନତା ଦଳ ରାଜ୍ୟ ସରକାରଙ୍କୁ କଡା ନିନ୍ଦା କରିଛି । ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦଳ…
ସାମାଜିକ ଜଟିଳ ଲିଭର ରୋଗୀଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ପାଲଟିଛି ମଣିପାଲ୍ ହସ୍ପିଟାଲ Debabrat Mohanty Feb 24, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୨ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏକ ପ୍ରେସ୍ ମିଟ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ବର୍ଷାଧିକ କ୍ଲିନିକାଲ୍ ଅନୁଭବ ଓ ଦକ୍ଷତା ଆଧାରିତ ଲିଭର ପ୍ରତ୍ୟାରୋପଣ କ୍ଷେତ୍ରରେ ହସ୍ପିଟାଲର ସ୍ଥାନକୁ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସମ୍ମିଳନୀରେ…
ଖେଳ ଅଲ୍ ଓଡ଼ିଶା ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ “ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ–2026” ଆୟୋଜନ Debabrat Mohanty Feb 23, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୨ ଅଲ୍ ଓଡ଼ିଶା ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍ ଏସୋସିଏସନ୍ ପକ୍ଷରୁ “ମିଷ୍ଟର ଏଣ୍ଡ ମିସ୍ ଇଣ୍ଡିଆ–2026” ପ୍ରତିଯୋଗିତା ଆସନ୍ତା ଫେବୃଆରୀ 25 ଓ 26, 2026 ତାରିଖରେ ଭୁବନେଶ୍ୱରସ୍ଥିତ Bhanja Kala Mandap ରେ ଆୟୋଜିତ ହେବ। ଏହି ବର୍ଷ ଏସୋସିଏସନ୍…
ରାଜନୀତି ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲ Debabrat Mohanty Feb 19, 2026 0 ବିଜେପି ଶାସନରେ ଗତ ୧୦ ବର୍ଷରେ ଧାନ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି ଧାନ କିଣା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ଏବଂ ଧାନ କିଣାରେ ବିଜେପି ସରକାର କୌଣସି ସାଲିସ କରିବ ନାହିଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ କିଣା ୯୦ ରୁ…
ରାଜନୀତି ମୋକିମଙ୍କ ସଂଗଠନରେ ସାମିଲ୍ ହେଲେ ଭୁବନେଶ୍ୱରର ଶତାଧିକ ମହିଳା ନେତ୍ରୀ Debabrat Mohanty Feb 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ : ଜାତୀୟ ଯୁବ ଦିବସରେ ଯୁବ ସମାବେଶ । ଏହାପରେ ମହିଳା ନେତ୍ରୀଙ୍କ ସମାବେଶ, କୃଷକନେତାମାନଙ୍କ ସମାବେଶ ଓ ସାମାଜିକ କର୍ମୀମାନଙ୍କ ସମାବେଶ କରି ଏକ ନୂଆ ବିକଳ୍ପର ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ଓଡ଼ିଶାରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ…