Uncategorized ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ କିଟ୍ ଓ କିସ୍ ପରିଦର୍ଶନ Debabrat Mohanty Nov 28, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର : ୨୭ ।୧୧: ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଚିରିଲ୍ ଗାବୁରିସି, ଆମେରିକାର ବୋଥେଲ୍ ସହରର ମେୟର ମାସନ୍ ଥମ୍ପସନ୍ ଓ ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ନିକି ଗିଜଲରଙ୍କୁ ସମ୍ମାନଜନକ ‘କିଟ୍- କିସ୍ ଇଜ୍ ୱାନ୍’!-->…