ସାମାଜିକ LPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତ Debabrat Mohanty Mar 18, 2026 0 ଭୁବନେଶ୍ୱର, ୧୭ ମାର୍ଚ୍ଚ (ନିରପେକ୍ଷ ଖବର): ବିଶ୍ୱ ଇନ୍ଧନ ବଜାରର ଅସ୍ଥିରତା ଓ ଏଲ୍ପିଜି ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ସିଟି ଗ୍ୟାସ୍ ବିତରଣ (CGD) ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନସଚିବ ଅନୁ…