Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଆସର …….

'ପାଠକୀୟ ଉଦାସୀନତା ଓ ପୃଷ୍ଠପୋଷକତାର ଅଭାବ ସାହିତ୍ୟ ପତି୍ରକାର ମୁଖ୍ୟ ସମସ୍ୟା’

0

ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୭/୨୦୧୯ ଓଡ଼ିଆ ସାହିତ୍ୟ ପତି୍ରକା ଅନେକଙ୍କ ପାଇଁ ସାହିତ୍ୟ ଜଗତକୁ ପ୍ରବେଶ ପଥ । ନୂତନ ପ୍ରତିଭାର ଆବିଷ୍କାର ସହ ଲାଳନପାଳନକୁ ସାହିତ୍ୟ ପତିକ୍ରା ଅଗ୍ରାଧିକାର ଦେଇଛି ଓ ଓଡ଼ିଆ ସାହିତ୍ୟର ବିଭବକୁ ଉପସ୍ଥାପନ କରୁଛି । ପାଠକୀୟ ଉଦାସୀନତା ଓ ପୃଷ୍ଠପୋଷକତାର ଅଭାବ ପତ୍ରପତି୍ରକାର ମୁଖ୍ୟ ସମସ୍ୟା ବୋଲି ଭୁବନେଶ୍ୱର ସାହିତ୍ୟ ସମାଜର ମାସିକ ଆସରରେ ମତପ୍ରକାଶ ପାଇଛି । ‘ଅପୂର୍ବା’ର ସଂପାଦକ କ୍ଷୀରୋଦ ପତି ନିଜର ଅନୁଭୂତି ଓ ଉପଲବ୍ଧି ଆଧାରରେ ସାହିତ୍ୟ ପତି୍ରକାର ସମସ୍ୟା ସଂପର୍କରେ ଆଲୋଚନା କରି ବ୍ୟକ୍ତିଗତ ଉତ୍ସାହ ଓ ସାରସ୍ୱତ ଉଦ୍ଦୀପନା ଯୋଗୁଁ ଅନେକ ପତି୍ରକା ପ୍ରକାଶ ପାଉଛି, କିନ୍ତୁ ଆର୍ଥିକ ଦୃଷ୍ଟିରୁ ଏହା ଏକ ଆକର୍ଷଣୀୟ ଉଦ୍ୟୋଗ ନୁହେଁ ବୋଲି ପ୍ରକାଶ କରିଥିଲେ । ବିଶେଷ ନିମନ୍ତ୍ରିତ କବି ନିରାକାର ଦାସ ତିନିଗୋଟି କବିତା ପାଠ କରିବା ସହ ନିଜ ସାରସ୍ୱତ ସାଧନା ସଂପର୍କରେ ବକ୍ତବ୍ୟ ରଖିଥିଲେ ଭୁବନେଶ୍ୱର ସାହିତ୍ୟ ସମାଜର ଉପସଭାପତି ତଥା ବିଶିଷ୍ଟ କବି ରକ୍ଷକ ନାୟକ ଆସରରେ ସଭାପତିତ୍ୱ କରିଥିଲେ । କବି ମିନତି ଦାଶ(ମାନୀ)ଙ୍କ ସଂଯୋଜନାରେ ପି୍ରୟରଞ୍ଜନ ସାହୁ, ସୁଷମା ଲେଙ୍କା, ଯଶୋବନ୍ତ ସେଠୀ, ଅମ୍ବିକା ସ୍ୱାଇଁ ମନମୋହନ ମିଶ, ଅଭୟ ନାରାୟଣ ନାୟକ, ମୀନାକ୍ଷୀ ସିଂ, ଉଦୟନାଥ ସାହୁ, ସୌଦାମିନୀ ବେହେରା, ବିରଞ୍ଚି ଶତପଥୀ, ସବିତା ଶତପଥୀ, ସୁଶାନ୍ତ ସାମଲ ପ୍ରମୁଖ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ ।

Mo sapath

Leave A Reply

Your email address will not be published.