Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଦେବୀ ଚାନ୍ଦ….

ବାଲେଶ୍ୱର ଜିଲ୍ଲା ବାଲିଆପାଳ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହେଶ୍ୱର ଜେନା, ଭୋଗରାଇ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ମହାନ୍ତି; ସୁକ୍ଷ୍ମ, ଲଘୁ ଓ ମଧ୍ୟମ ବିଭାଗର ଅବସରପ୍ରାପ୍ତ ସଚିବ ପଂଚାନନ ଦାସ, ଅବସରପ୍ରାପ୍ତ ଅତିରିକ୍ତ ଏସପି ପ୍ରଦୀପ୍ତ କୁମାର ଜେନା, ଘାଟି ହଟାଓ ଆନ୍ଦୋଳନର ସଦସ୍ୟ ବିକାଶ ଗିରି, ବରିଷ୍ଠ ଆଇନଜୀବୀ ସତ୍ୟ ପ୍ରଧାନ ପ୍ରମୁଖ ବିଜେପିରେ ସାମିଲ ବିଜେପିରେ ଯୋଗଦାନ କଲେ କଟକ ଜିଲ୍ଲା ବିଜେଡି ଉପସଭାପତି ପାର୍ବତୀ ଦାସ, ବନ ବିହାରୀ ନାୟକ ସୁକିନ୍ଦା ଅଂଚଳର ବିଜେଡି ଓ କଂଗ୍ରେସ ଛାଡି ଶତାଧିକ ଯୁବକ ବିଜେପିରେ ସାମିଲ ହେଲେ

0

ଭୁବନେଶ୍ୱର, ନିରପେକ୍ଷ ଖବର ତା.୨୪/୦୩: ବିଜେଡିର ପୂର୍ବତନ ଲଇକେରା ବିଧାୟକ ବୃନ୍ଦାବନ ମାଝୀ, ଜଳେଶ୍ୱରର ପୂର୍ବତନ କଂଗ୍ରେସ ବିଧାୟକ  ଦେବୀ ଚାନ୍ଦ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମହେଶ୍ୱର ଜେନା, ଭୋଗରାଇ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ମହାନ୍ତି; ସୁକ୍ଷ୍ମ, ଲଘୁ ଓ ମଧ୍ୟମ ବିଭାଗର ଅବସରପ୍ରାପ୍ତ ସଚିବ ପଂଚାନନ ଦାସ, ଅବସରପ୍ରାପ୍ତ ଅତିରିକ୍ତ ଏସପି ପ୍ରଦୀପ୍ତ କୁମାର  ଜେନା, କଟକ ଜିଲ୍ଲା ବିଜେଡି ଉପସଭାପତି ତଥା ମଧୁସୂଦନ ଆଇନ ମହାବିଦ୍ୟାଳୟର ପୂର୍ବତନ ସଭାପତି ପାର୍ବତୀ ଦାସ, ବନ ବିହାରୀ ନାୟକ,  ଘାଟି ହଟାଓ ଆନ୍ଦୋଳନର ସଦସ୍ୟ ବିକାଶ ଗିରି, ବରିଷ୍ଠ ଆଇନଜୀବୀ ସତ୍ୟ ପ୍ରଧାନ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ଏଥି ସହ ଦାନଗଦୀ ପଂଚାୟତ ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ

, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ କୁମାର ଧିର, ପ୍ରଶାନ୍ତ ରାୟ,  କୈଳାସ ଚନ୍ଦ୍ର ନାୟକ,ବିଜୟ କୁମାର ଦାସ, ବସନ୍ତ କୁମାର ଓଝା, ଧନେଶ୍ୱର ବିଶ୍ୱାଳ, ରାବିନ୍ଦ୍ର ରାଉତ, ରଣାଗୁଣ୍ଡି ଗ୍ରାମ ପଂଚାୟତର କ୍ଷିରୋଧ  ଜେନା, ଅମରେନ୍ଦ୍ର ଜେନା, ତନୁଜା ଜେନା, ଗଣେଶ୍ୱର ଜେନା, ପଙ୍କପାଳ ଗ୍ରାମ ପଂଚାୟତର ମିଟିକା ଜେନା,ଲିକୁ ରାୟ, ପବିତ୍ର ଜେନା, ବସନ୍ତ  ଜେନା, ବାପି ମୁଣ୍ଡା, ଓଲାଲ ଗ୍ରାମ ପଂଚାୟତର ଆନନ୍ଦ ଚନ୍ଦ୍ର ଜେନା, କାଳନ୍ଦୀ ଜେନା, ଦିଲୀପ ଜେନା, ତ୍ରିଜଙ୍ଗ ଗ୍ରାମ ପଂଚାୟତର ହିମାଂଶୁ
ବାରିକ, ଚିନ୍ମୟ କୁମାର ରାୟ, ଶ୍ରୀକାନ୍ତ ଭଞ୍ଜ, ଦେବବ୍ରତ କର, ଉଚ୍ଚବାଲି ପଂଚାୟତର ବିଷ୍ନୁ ପ୍ରସାଦ ସାହା, ପ୍ରଶାନ୍ତ କୁମାର ପୃଷ୍ଟି, ଅଲେଖ  ପ୍ରସାଦ ସାହୁ, ଲଳିତ ସାହୁ, ସୁକାନ୍ତ ପୃଷ୍ଟି, ଦେଉଳକଣ ପଂଚାୟତର ପ୍ରତାପ ଚନ୍ଦ୍ର ଧିର, ପ୍ରଭାକର ମହାନ୍ତ, ରବିନ୍ଦ୍ର କୁମାର ରାଉଳ, ମାନତୀରା ପଂଚାୟତର ଗଜେନ୍ଦ୍ର ଘଡାଇ, ପ୍ରତାପ ଜେନା, ଅଭିରାମ ସିଂହ, ଅଜୟ ସିଂହ ପ୍ରଦୀପ ପାଲ, ରାଛିପୁର ଗ୍ରାମ ପଂଚାୟତ ପ୍ରଶାନ୍ତ ବାରିକ, ବିଜୟ  ବାରିକ, ମଦନମୋହନ ବେହେରା, ବସନ୍ତ ସାହୁ, ର ପୂର୍ବତନ ସରପଂଚ, କୁମ୍ଭିରିଗାଡିଆ ପଂଚାୟତର ଧନେଶ୍ୱର ବିଶ୍ୱାଳ, ପିନୁ ସାମଲ, ଦିଲୀପ  ରାଉତ, ବାବୁଲି ଦଳାଇ, ଶିଖର ଦଳାଇ, ଓସ୍ତପାଳ ପଂଚାୟତର ରାଧେଶ୍ୟାମ ରାଉତ, ପୂର୍ଣ୍ଣଚନ୍ଦ୍ର ନାୟକ, ରମେଶ ଚନ୍ଦ୍ର ନାୟକଙ୍କ ସମେତ  ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ବିଶଯଭଭୂଷଣ ହରିଚନ୍ଦନ ଓ  ଡା.ଦାମୋଦର ରାଉତ, ରେମୁଣା ବିଧାୟକ ଗୋବିନ୍ଦ ଦାଶ ପ୍ରମୁଖ ସମସ୍ତଙ୍କୁ ଟୋପି, ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ଦ୍ୱାରା  ଦଳ ଆହୁରି ମଜବୁତ ହେବ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ବିଧାୟକ ଗୋବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ
ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.