Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆସନ୍ତୁ ଜାଣିବେ ଆଜି ଠାରୁ ୨୧ ଦିନିଆ ଲକଡାଉନ ବେଳେ କଣ ସବୁ ଖୋଲା ରହିବ ଆଉ କଣ ବନ୍ଦ ରହିବ

0

ଦିଲ୍ଲୀ, ନିରପେକ୍ଷ ଖବର: ୨୪/୦୩ ଆଜି ରାତି ୧୨ଟା ଠାରୁ ସାରା ଦେଶ ହେବ ଲକ୍ ଡାଉନ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେଲା ୨୧ ଦିନ ପାଇଁ ଲକ୍ ଡାଉନ । ଆଜି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଦୂରତା ରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ। ଜଣେ ଅନ୍ୟ ଜଣଙ୍କ ସଂସ୍ପର୍ଶରେ ନଆସିଲେ ହିଁ କରୋନାର ଚକ୍ର ଭାଙ୍ଗି ହେବ । ତେଣୁ କୋରାନ ସହ ମୁକାବିଲାକରିବାକୁ ହେଲେ କେହି ଘରୁ ବାହାରନ୍ତୁନି ବୋଲି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।ଜାଣନ୍ତୁ ଏହି ୨୧ ଦିନିଆ ଲକଡାଉନ ବେଳେ କଣ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ: ସେଥିପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି।ଏହି ଗାଇଡଲାଇନ ଜାରି ହୋଇଥିବା ସମୟରେ ନଜର ପକାନ୍ତୁ କେଉଁ କେଉଁ ସେବା ଚାଲୁରହିବ।୧-ହସ୍ପିଟାଲ , ୨-ପେଟ୍ରୋଲ ପମ୍ପ, ୩-ଗ୍ୟାସ,୪- ମେଡିସିନ ଷ୍ଟୋର,୫- ରାସନ ଦୋକାନ, ୬-କ୍ଷୀର ଦୋକାନ,୭- ବ୍ୟାଙ୍କ, ୮-ବୀମା ଓ ୯-ଏଟିଏମ ଖୋଲା ରହିବ ।ଏହା ସହିତ ଲୋକଙ୍କ ଅତ୍ୟାବଶ୍ୟକ ଜିନିଷପତ୍ର ପରିବା, ଗ୍ରୋସରୀ ଓ ଫଳ ଦୋକାନ ଖୋଲା ରହିବ ।ତେବେ ଲକଡାଉନ ସମୟରେ ସରକାରୀ ଅଫିସ, ଘରୋଇ ସଂସ୍ଥା ବନ୍ଦ ରହିବ । ସ୍କୁଲ, କଲେଜ ଏବଂ ଟ୍ରେନିଂ ସେଣ୍ଟର ବନ୍ଦ ରହିବ ।ଏହା ସହିତ ସବୁ ପ୍ରକାରର ପରିବହନ ସେବା ମଧ୍ୟ ବନ୍ଦ ରହିବ । ମାତ୍ର ତାଲାବନ୍ଦ କଟକଣା ସମୟରେ ଗଣମାଧ୍ୟମ ସଂସ୍ଥା କାର୍ଯ୍ୟ କରିପାରିବେ ଓ ସମସ୍ତ ସ୍ଥାନ ଯିବା ଆସିବା କରିପାରିବେ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି ।

Mo sapath

Leave A Reply

Your email address will not be published.