Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସମର୍ଥ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ….

0

*ସମ୍ମାନିତ ହେଲେ ୪୦ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ…

ଭୁବନେଶ୍ୱର,ନିରପେକ୍ଷ ଖବର: ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର (ମାନ୍ୟବର ସାଂସଦ), ଡକ୍ଟର ଏମ୍.ଡ଼ି. କୁତାବ୍ ଉଦିନ୍ ଚୌଧୁରୀ (ଆଇନ ଆଟର୍ଣ୍ଣିଂ, ସୁପ୍ରିମ କୋର୍ଟ ବାଙ୍ଗାଦେଶ), ଆର୍ନ୍ତଜାତୀକ ରାଜ୍ୟପାଳ, ଚିଫ୍ ଆବ୍ରିବେଟର, ୱାଲ୍ଡ ଲିଡ଼ରସ୍ ଫୋରମ୍, ଆୟରଲ୍ୟାଣ୍ଡ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ସୁରେଶ କୁମାର ଅଗ୍ରୱାଲ (କୁଳାଧିପତି ପ୍ରଜ୍ଞାନ ଆର୍ନ୍ତଜାତୀକ ବିଶ୍ୱବିଦ୍ୟାଳୟ, ରାଞ୍ଚି, ଝାଡ଼ଖଣ୍ଡ) ଓ ଡା. ଏଲୁରି ଶ୍ରୀନିବାସ ରାଓ (ଆର୍ନ୍ତଜାତୀକ କମିଶନ, ସଂସ୍କୃତି ଓ କୁଟନୀତି, ତେଲେଙ୍ଗାନା) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଓ କୈଳାସ ବିହାରୀ ସିଂ (ଶ୍ୟାମ ନାରାୟଣ ସିଂ ଫାଉଣ୍ଡେସନ) ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ୧୦ଜଣ ଜୁରୀ ସଦସ୍ୟଙ୍କ ଦ୍ୱାରା ଓଡ଼ିଶା ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଚୟନ କରି ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅନୁଷ୍ଠାନର ସମାଜ ପ୍ରତି ଅବଦାନ ବିଷୟରେ ବିବରଣୀ ଦେଇଥିଲେ ଓ ଆଗକୁ ସମର୍ଥ ଓଡ଼ିଶା ସମାଜ ସେବାରେ ନିଜର ପ୍ରୟାସ ଜାରି ରହିବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Mo sapath

Leave A Reply

Your email address will not be published.