Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଖୋଲିଲାନି ମଦ ଦୋକାନ, ନିରାଶ ହୋଇ ଫେରିଲେ…..

0

[vc_row][vc_column][vc_column_text]ଭୁବନେଶ୍ୱର ନିରପେକ୍ଷ ଖବର: ତା,(୦୫/୦୫/ ୨୦୨୦)୪୦ ଦିନର ଅପେକ୍ଷା ପରେ ଶେଷରେ ମଦୁଆ ମାନଙ୍କ ଆଶା ନିରାଶରେ ପରିଣତ ହୋଇଥିଲା। ଚାତକ ପରି ଅନେଇ ବସିଥିଲେ କେବେ ଖୋଲିବ ମଦ ଦୋକାନ। ଆଉ ଶେଷରେ ଅପେକ୍ଷାର ଅନ୍ତ ହେଲା। କେନ୍ଦ୍ର ସରକାର ଗ୍ରୀନ ଯୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲେ।ଏହି ଖବର ଶୁଣି ଅଭ୍ୟାସଗତ ମଦୁଆଙ୍କ ଖୁସି କହିଲେ ନ ସରେ, ୪ତାରିଖ ସକାଳୁ ମଦ୍ୟପ ମଦ ଦୋକାନ ଆଗରେ ଲାଇନ ଲଗାଇ ଦେଇଥିଲେ।ଵିଶେଷ କରି ଗ୍ରୀନ ଜୋନରେ ,କଟକ, ପୁରୀ, ଓ ଜଗସିଂହପୁର ରେ ଥିବ ମଦ ଦୋକାନ ଆଗରେ ଭିଡ଼ ଦେଖିବାକୁ ମିଳିଥିଲା।କିନ୍ତୁ ଦିନ ଗଡ଼ିବା ସାଙ୍ଗକୁ ଦୋକାନ ଖୋଲିଲା ନାହିଁ।ଫଳରେ ମୁହଁ ଶୁଖାଇ ଫେରିଲେ ଲୋକ।ତଥାପି କିଛି ଲୋକ ରାତି ପର୍ଯ୍ୟନ୍ତ ମଦ ଦୋକାନ ଆଗରେ ବସିଥିଲା,ଭୁବନେଶ୍ୱର ରେଡ୍ ଜୋନ ରେ ଥିବାରୁ ଏଠାରେ ମଦ ଦୋକାନ ଖୁଳିବା ମନା ଥିଲା ତେଣୁ ରାଜଧାନୀ ର ଲୋକ ମଧ୍ୟ ଅନ୍ୟ ଜିଲ୍ଲା/ଗ୍ରୀନ୍ ଯୋନ୍ ଅଞ୍ଚଳକୁ ଯାଇଥିଲେ,କିଛି ମଦୁଆ ଅଧିକ ପରିମାଣରେ ମଦ ଆଣି ଗଛିତ ରଖିବାକୁ ଓ ଆଉ କିଛି ଲୋକ କିଣା ଦାମ୍ ରେ ଆଣି ଅଧିକ ଦାମ୍ ରେ ବିକିବାକୁ ଚାରିଚାକିଆ ଧରି ପହଞ୍ଚିଥିଲେ।ତେବେ ଦିନସାରା ମଦ ଦୋକାନ ନ ଖୋଲିବାରୁ ମୁହଁ ଶୁଖାଇ ଫେରିବାକୁ ପଢିଥିଲା ।ମଦ ଦୋକାନ କାହିଁକି ଖୋଲିଲାନି ତାହାର ଉତ୍ତର କାହାରି ପାଖରେ ନାହିଁ।ବିଏମସି କର୍ତ୍ତୃପକ୍ଷ ଖୋଲିବାକୁ ମନାକରୁଥିବା ବେଳେ କଟକ ମହାନଗର ନିଗମ ଅଧିକାରୀ ଖୋଲିବାରେ କୋଣସି ଅସୁବିଧା ନାହିଁ ବୋଲି କହିଥିଲେ। କିନ୍ତୁ ମଦ ଦୋକାନ ଆଗରେ ଅସମ୍ଭାଳ ଭିଡ଼ ହେଉଥିବାରୁ ଓ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ମଦ ଦୋକାନ ଖୋଲା ଯାଇଥିଲା ଓ କିଛି ସ୍ଥାନରେ ଗହଳି କାରଣରୁ ମଦୁଆ ମାନଙ୍କ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା ପରେ ମଧ୍ୟ ଦୋକାନ ଖୋଲିନଥିଲା। ଯେଉଁଥି ପାଇଁ ମଦୁଆ ମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।[/vc_column_text][/vc_column][/vc_row]

Mo sapath

Leave A Reply

Your email address will not be published.