ଭୁବନେଶ୍ୱର,ନିରପେକ୍ଷ ଖବର:୦୯/୧୧/୨୦୧୯ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରୁ ସେ ଅମୃତସର ଯିବା ସହିତ ୧୧ ତାରିଖ ଦିନ ପଞ୍ଜାବର ସୁଲତାନପୁର ଲୋଧି (କପୁରତାଲା)ରେ ପହଞ୍ଚିବେ।ସେଠାରେ ସେ ଗୁରୁନାନକଙ୍କ ଜନ୍ମବାର୍ଷିକୀରେ ଯୋଗଦାନ କରିବେ । ବାଚସ୍ପତି ଡ. ପାତ୍ର ୧୨ ତାରିଖ ଦିନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।
