Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦୋସ୍ତି ଫାଉଣ୍ଡେସନ୍‍ ପକ୍ଷରୁ ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ଲୁଗା ବଣ୍ଟନ

0

ଭୂବନେଶ୍ବର,ନିରପେକ୍ଷ ଖବର: ଚତୁର୍ଥତମ ଜନ୍ମବାର୍ଷିକ ଉତ୍ସବରେ ଦୋସ୍ତି ଫାଉଣ୍ଡେସନ୍‍ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ବୃଦ୍ଧା ମାନଙ୍କ ଲୁଗା ଓ ଖାଦ୍ୟ ବଣ୍ଟନ କରାଯାଇଅଛି । ଏହି ଦୋସ୍ତି ଫାଉଣ୍ଡେସନର କର୍ମଚାରୀମାନେ ବିଭିନ୍ନ ସମାଜୀକ କାମ କରିବା ସହ ଆଗକୁ ମଧ୍ୟ ବହୁ ସମାଜୀକ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୋନ୍‍-୨ ଏସିପି ବିଷ୍ଟୁ ପ୍ରସାଦ ପାତ୍ର ଅତିଥିଭାବେନ୍ୟୁଜ୍‍-୭ ର କମେଡ଼ି ଆଙ୍କର ରଞ୍ଜନ ଓଝା (ମାଗାନା ଓଳିକି), ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କସମେତ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଓ ଦୋସ୍ତି ଫାଉଣ୍ଡେସନର ଅୟୋଜକ,ଦିଲିପ୍‍ କୁମାର ସ୍ୱାଇଁ, ମଧୂସ୍ମିତା ଆଚାର୍ଯ୍ୟ, ନୁସିଂହ ପଣ୍ଡା, ଗ୍ୟାନରଞ୍ଜନ ପ୍ରଧାନ, ଭାରତ ଭୂଷଣ ମହାନ୍ତି, ମୁନୁ ପାତ୍ର, ଯ୍ୟୋତି ପ୍ରିୟମ୍ବଦା, ସୁଭେନ୍ଦୁ ସେଖର, ଲଲିତ କୁମାର ପଟେଲ,ଅରୁଣ ପଟେଲ, ନନ୍ଦ କିଶୋର ପଟେଲ, କିଶୋର ବିଶ୍ୱାଳ, ଭାରତ ଭୂଷଣ,ପୁଷ୍ପଲତା ନାୟକ,ଯ୍ୟୋତି ପ୍ରତିହାରି, ସୁହାସିନି ଗୁଡ଼ି, ନିବେଦିତା ମହାପାତ୍ର, ସୁଶାନ୍ତ ମହାନ୍ତି, ଶରିତା ପଟ୍ଟନାୟକ, ସୁଲୋଚନା ମହାନ୍ତି, ଅମିଦା ପରିଡ଼ା, ଅତିଥି ମାନଷ ରଞ୍ଜନ ପଣ୍ଡା ଓ ଅରୁଣ କୁମାର ବେହେରା ଯୋଗ ଦେଇ ସମ୍ନାନର ସହ ଉତ୍ସବକୁ ସମାପ୍ତ କରିଥିଲେ ।

Mo sapath

Leave A Reply

Your email address will not be published.