
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି

ଦେଶର ପ୍ରଥମ ଦୂରଗାମୀ ସି.ଏନ୍.ଜି ବସ୍ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…
*ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ଯାତାୟତ କରିବ ଏହି ବସ୍
*ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଗଡିବ ଏଭଳି ବସ୍
*ଆଗାମୀ ପିଢିଙ୍କ ଜୀବନଶୈଳି ପରିବର୍ତନ କରିବାରେ ଭାରତ ସରକାରଙ୍କ ବଡ ପଦକ୍ଷେପ
*ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ…
ଶୀତ ଦିନିଆ ନେପାଳି ମାର୍କେଟରେ ଜମୁଛି ବେପାର ।
ବାରିପଦା(ନିରପେକ୍ଷ ଖବର)ତା-୨୩/ଡ଼ିସେମ୍ବର/୨୦୧୯:ଆଜିର ଦିନରେ ଶୀତର ଚାଦୋର ରେ ସାରା ରାଜ୍ୟ ଘୋଡ଼ାଇ ହୋଇରହିଛି । ସେଥିପାଈ୍ ସବୁଠାରେ ଶୀତବସ୍ତ୍ର ବ୍ୟବସାୟୀମାନେ ନିଜ ପସରା ମେଲେଇ ବସିଲେଣି ।ସେହିପରି ଆମ ରାଜ୍ୟରେ ଆଦିବାସି ବହୁଳ ଜିଲ୍ଲା ଭାବେ ପରିଚିତ ମୟୂରଭଞ୍ଜ ଠାରେ ଶୀତର ତ୍ପକୋପ ଅନ୍ୟ…
୨୭ ଜାନୁୟାରୀ ସୁଦ୍ଧା ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବି: ସୁର ରାଉତରାୟ
ଭୁବନେଶ୍ୱର,ନିରପେକ୍ଷ ଖବର: ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର କଥା ଚିନ୍ତା କରୁନାହାନ୍ତି ସରକାର ।
ଏଥି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ୍…
ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ…
ଭୁବନେଶ୍ୱର ନିରପେକ୍ଷ ଖବର:୨୨/୧୨/୨୦୧୯
ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା…
ବଲାଙ୍ଗୀରଠାରେ ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ….
* ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁଙ୍କ କରକମଳରେ ଡିସେମ୍ବର ୨୭ ତାରିଖରେ ବଲାଙ୍ଗୀର ଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ହେବ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ.....
* ୨୦୧୮ ମସିହା ମେ ୨୧ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,…
୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକ….
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨/୧୨/୨୦୧୯,ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍ଏଲ୍ବିସି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା …
ମୟୁରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ।
ବାରିପଦା(ନିରପେକ୍ଷ ଖବର)ତା-୨୦/ଡ଼ିସେମ୍ବର/୨୦୧୯-ଆଜି ମୟୁରଭଞ୍ଜ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ମୂଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ। ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାମର ତଦାରଖ କରିବା ସହିତ ଅଧିକାରୀ ମାନଙ୍କ ସହ ସେ ଆଲୋଚନା କରିଛନ୍ତି।ଏଥି ସହିତ ପଣ୍ଡିତ ରଘୁନାଥ…
ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା
ଦିଲ୍ଲୀ, ନିରପେକ୍ଷ ଖବର:୧୯/୧୨/୧୯ ସମସ୍ତ ଦେଶ ବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ଜରିଆରେ ଆଶ୍ୱାସନା ଦେଇଛନ୍ତି । ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ” । ଆଲୋଚନା, ବିତର୍କ…
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ମାଲକାନଗିରିଠାରେ ଶିକ୍ଷକ ଆବାସିକ ଭବନ ଓ ଅତିରିକ୍ତ ଶ୍ରେଣୀ ଗୃହ…
ଭୁବନେଶ୍ୱର,ନିରପେକ୍ଷ ଖବର:୧୮/୧୨/୨୦୧୯ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ରହଣି ସୁବିଧା ଏବଂ
ଛାତ୍ରଛାତ୍ରୀମାନଙ୍କର…
ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ୱର,ନିରପେକ୍ଷ ଖବର: ୧୮/୧୨/୨୦୧୯ ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି । ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
ବାଲେଶ୍ଵରରେ ହାଣି ବାରିପଦାରେ ଆତ୍ମସମର୍ପଣ କଲା ମହିଳା….
ବାରିପଦା:(ନିରପେକ୍ଷଖବର),୧୮/୧୨/୧୯:ସ୍ୱାମୀକୁ କଟୁରିରେ ରେ ହାନି ଥାନା ରେ ଆତ୍ମସମର୍ପଣ କଲା ରଖିତା ସ୍ତ୍ରୀ। ସ୍ତ୍ରୀର ମାନ୍ୟତା ନ ଦେବାରୁ ବୁଧବାର ଭୋର ୪ଟା ସମୟରେ ବାଲେଶ୍ଵର ଗୁଡିପଦାରେ ରହୁଥିବା ସ୍ୱାମୀକୁ ମାରି ଘର କବାଟ ଦେଇ ବାରିପଦା ସଦର ଥାନାରେ ଆତ୍ମସମର୍ପଣ କରିଛି ରକ୍ଷିତା…
ଭୟାନକ ଅଗ୍ନିକାଣ୍ଡରେ ଜଳିଗଲା କାଚ ଫେକ୍ଟ୍ରି …
ବାରିପଦା:(ନିରପେକ୍ଷଖବର),୧୭/୧୨/୨୦୧୯: କାଚ ଫେକ୍ଟ୍ରି ରେ ଭୟାବହ ଅଗ୍ନିକାଣ୍ଡ। ଦୀର୍ଘ ୮ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛି। ଗତକାଲି ରାତି ଗୋଟେ ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ଏ ପର୍ଯ୍ୟନ୍ତ…
ଡାକ୍ତରଖାନାରେ ନବଜାତ ଶିଶୁକୁ ଛାଡି ବାପା ବୋହିନେଲା ସ୍ତ୍ରୀର ଶବ ….
ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-କଥାରେ ଅଛି ସ୍ୱାମୀ ଓ ସ୍ତ୍ରୀର ବନ୍ଧନ ଯୋଗେ ଯୋଗେ ରହିଛି, ଆଗକୁ ବି ରହିବ। ସ୍ତ୍ରୀର ପ୍ରେମ ଆଉ ଭଲ ପାଇବା ଯେ ଖାଲି ଜୀବିତ ଅବସ୍ଥାରେ ତାହା ନୁହେଁ ମୂର୍ତ୍ୟୁପରେ ମଧ୍ୟ ସେହି ଭଲ ପାଇବାକୁ ଜୀବିତ ରଖି ହୁଏ। ତାକୁ ପ୍ରମାଣ କରି…
ନିଷ୍ଠୁର ସାଜିଲା ମାଆ….
ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯-ପୁଣି ନିଷ୍ଠୁର ସାଜିଲା ମାଆ। ୧୦ ଦିନର ଶିଶୁ କନ୍ୟାକୁ ଡାକ୍ତରଖାନା ବାରଣ୍ଡାରେ ଛାଡି ଦେଲା ମା। ଏମିତି ଏକ ହୃଦୟ ବିଦାରକ ଘଟଣା ମୟୁରଭଞ୍ଜ ଜିଲ୍ଲା ବେତନଟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି କିଛି ଦିନ ତଳେ ଜଣେ…
ସ୍ୱାସ୍ଥ୍ୟସେବାର ନଗ୍ନ ଚରିତ୍ର, ଉପହାସ ପାଲଟିଛି 5T
ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯- ପୁଣି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସରକାରଙ୍କର 5T ଯୋଜନା ଏଠି ଉପହାସ ପାଲଟିଛି। ଏକ୍ସପାରି ସାଲାଇନରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଜଣେ ରୋଗୀକୁ ଏକ୍ସପାରି ସାଲାଇନ ଦେଇ ଡାକ୍ତର ହଟହଟା ହେବା ଭଳି ଘଟଣା…
ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ
ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…
କଷ୍ଟ ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜି ଦେଲେ ଜଣେ ଏଚଆଇଭି ରୋଗୀ
ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ…
ନୂତନ ଜଙ୍ଗଲ ବାହାନାରେ ଜଙ୍ଗଲ କାଟି ଧ୍ୱଂସ କରୁଛି ବନ ବିଭାଗ
ବାରିପଦା(ନିରପେକ୍ଷ ଖବର)ତା-୧୩/ଡିସେମ୍ବର/୨୦୧୯: ବନ ବିଭାଗର ବିଚିତ୍ର ନୀତି। ଗଛର ଚାରକୁ ଜୀବନ ଦେବାକୁ ଯାଇ ପରିବେଶ ପ୍ରଦୂଷଣ ରୋକୁଥିବା ବଢ଼ିଲା ଗଛଗୁଡ଼ାକୁ କାଟି ପକାଉଛି। ନୂତନ ଚାରା ଉତ୍ପାଦନ ବାହାନାରେ ବଳି ପଡ଼ିଛନ୍ତି ଶତାଧିକ ଔଷଧୀୟ ବୃକ୍ଷ। ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥ…
ପାଠ ହେଲା କାଳ…..
ବାରିପଦା(ନିରପେକ୍ଷ ଖବର)ତା-୧୦/ଡ଼ିସେମ୍ବର/୨୦୧୯-ପାଠ ହେଲା କାଳ ।ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ର କଲେ ଆତ୍ମହତ୍ୟା।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଗୁରୁତର…
ଦେବକୁଣ୍ଡ ଜଳପ୍ରପାତ ପାଖରେ ଏକ ମଲା ହାତୀ ଠାବ..
ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯-ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ ଏକ ମଲା ହାତୀ ପଡିଥିବା ଠାବ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର ଜେନାବିଲା ରେଞ୍ଜ ଅଧିନ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱ ରେ ଏହି ହାତୀ ମରି ପଡିଥିବାର…
