ରାଜନୀତି ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁର Debabrat Mohanty Mar 13, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର, ତା ୧୩/୦୩ :ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ଟି ପ୍ରକଳ୍ପକୁ… Read More...
ରାଜନୀତି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ Debabrat Mohanty Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା:୧୨/୦୩ ବିଭିନ୍ନ ଜନସମସ୍ୟା ଓ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦଳର ନେତୃତ୍ୱ ପକ୍ଷରୁ ସୂଚନା ମିଳିଛି। ଦଳ କହିଛି ଯେ, ଜନସାଧାରଣଙ୍କ ସମସ୍ୟାର ସମାଧାନ ନ ହେଲେ… Read More...
ରାଜନୀତି ଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ Nirapakhya Khabar Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି… Read More...
ରାଜନୀତି ବିଜେଡିକୁ ବଡ଼ ଝଟକା Debabrat Mohanty Mar 12, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ବିଜେଡିକୁ ବଡ଼ ଝଟକା। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଲେ। ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦଳୀୟ ଟୋପି ପିନ୍ଧାଇ ତାଙ୍କୁ ଦଳରେ… Read More...
ରାଜନୀତି ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Debabrat Mohanty Mar 9, 2026 0 ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର ,ନିରପେକ୍ଷ ଖବର:୦୯/୦୩/୨୭ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉତ୍ସବ। କୋଲକାତା ସ୍ଥିତ… Read More...
ରାଜନୀତି ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ Debabrat Mohanty Mar 9, 2026 0 ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୩/୨୭ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆଇଆରସି ଭିଲେଜେ ଓ ମହାନଗର ସ୍ୱାସ୍ଥ୍ୟ ସମିତି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ… Read More...
Uncategorized ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ଵିତୀୟ ଦିବସ* Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୮/୦୩/୨୦୨୬: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମିଶନ ଶକ୍ତି ବିଭାଗ ପକ୍ଷରୁ କୋଣାର୍କ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀର ଦ୍ୱିତୀୟ ଦିବସରେ ଓଡ଼ିଶାର ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ମହିଳା ମାନଙ୍କୁ… Read More...
ରାଜନୀତି ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଅହେତୁକ ବୃଦ୍ଧି Debabrat Mohanty Mar 9, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୦୩/୨୦୨୬: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧକୁ ନେଇ ବିଜୁ ମହିଳା ଜନତା ଦଳ ରାଜ୍ୟ ସରକାରଙ୍କୁ କଡା ନିନ୍ଦା କରିଛି । ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦଳ… Read More...
ରାଜନୀତି ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲ Debabrat Mohanty Feb 19, 2026 0 ବିଜେପି ଶାସନରେ ଗତ ୧୦ ବର୍ଷରେ ଧାନ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି ଧାନ କିଣା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ଏବଂ ଧାନ କିଣାରେ ବିଜେପି ସରକାର କୌଣସି ସାଲିସ କରିବ ନାହିଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ କିଣା ୯୦ ରୁ… Read More...
ରାଜନୀତି ମୋକିମଙ୍କ ସଂଗଠନରେ ସାମିଲ୍ ହେଲେ ଭୁବନେଶ୍ୱରର ଶତାଧିକ ମହିଳା ନେତ୍ରୀ Debabrat Mohanty Feb 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ : ଜାତୀୟ ଯୁବ ଦିବସରେ ଯୁବ ସମାବେଶ । ଏହାପରେ ମହିଳା ନେତ୍ରୀଙ୍କ ସମାବେଶ, କୃଷକନେତାମାନଙ୍କ ସମାବେଶ ଓ ସାମାଜିକ କର୍ମୀମାନଙ୍କ ସମାବେଶ କରି ଏକ ନୂଆ ବିକଳ୍ପର ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ଓଡ଼ିଶାରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ… Read More...
ରାଜନୀତି ନେତା,ମନ୍ତ୍ରୀ ଓ ଅଧିକାରୀ କରୁଛନ୍ତି ଚାଷୀଙ୍କ ଧାନଚୋରି-ମନୱର ଅଲ୍ଲୀ Nirapakhya Khabar Feb 14, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୪/୦୨ : ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ନେଇ ଶନିବାର ରାଜଧାନୀରେ ଗର୍ଜିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡ଼ି ମନୱର ଅଲ୍ଲୀଙ୍କ ନତେୃତ୍ୱରେ ଶତାଧିକ କର୍ମର୍କା ଓ… Read More...
ରାଜନୀତି ବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ Debabrat Mohanty Feb 8, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୮/୦୨ ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ 'ବିକଶିତ ଭାରତ' ଗଠନର ଏକ ବଳିଷ୍ଠ ଆଧାର ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ… Read More...
ରାଜନୀତି ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର:ତା ୨୩/୦୧/୨୬ ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ତୃଣମୂଳ ସ୍ତରରେ ସେବା ପହଞ୍ଚିବାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ… Read More...
ରାଜନୀତି ଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର ତା: ୨୩/୦୧/୨୬ ଜନତା ମୈଦାନରେ ଆୟୋଜିତ ତିନି ଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶରେ ସ୍ଥାନ ପାଇଥିବା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନୀରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଆଧୁନିକ ତଥା ଉନ୍ନତ ପ୍ରଣାଳୀର ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି ପାଇଁ ଏଠାରେ ମାଛ,… Read More...
ରାଜନୀତି ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ Debabrat Mohanty Jan 23, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର ତା.୨୩/୦୧: ଶ୍ରୀପଂଚମୀ ଭଳି ପବିତ୍ର ଦିନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ତଥା ପରାକ୍ରମ ଦିବସରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସିର ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ୭ ଜଣ କାଉନ୍ସିଲର… Read More...
ରାଜନୀତି ଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର Debabrat Mohanty Jan 23, 2026 0 ଭୁବନେଶ୍ବର,ନିରପେକ୍ଷ ଖବର:ତା:୨୩/୦୧/୨୬ ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ… Read More...
ରାଜନୀତି ଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର: ତା ୨୩/୦୧/୨୬ କିଏ ଧୀର ମନ୍ଥର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସ ଜମ୍ପରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ… Read More...
ରାଜନୀତି ମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋ Debabrat Mohanty Jan 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର ତା: ୨୨/୦୧/୨୬ ଆଜି ମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋ ।” ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ‘ଫ୍ୟାସନ୍ ସୋ’କୁ ଉଦଘାଟନ କରିଥିଲେ । ଏଥିରେ ଦେଶ ବାହାରର ୧୨୫ ପ୍ରଜାତି ପେଟ୍… Read More...
ରାଜନୀତି ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି Debabrat Mohanty Jan 20, 2026 0 *ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହେବ: ପ୍ରଦ୍ୟୁମ୍ନ କୁମାର ନାୟକ* ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୦/୦୧: ସରକାର ଗଠନରେ ଓବିସି ମୋର୍ଚ୍ଚାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମୋର୍ଚ୍ଚା ଅନେକ ସାଂସଦ ଓ ବିଧାୟକ ତିଆରି କରିଛି । ପ୍ରକୃତରେ ଆମ ଜନସଂଖ୍ୟା… Read More...
ରାଜନୀତି ସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟ Debabrat Mohanty Jan 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୧୯/୦୧/୨୬ ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସବୁ ବିଭାଗକୁ ଯେଉଁ ୧୫ ସୂତ୍ରୀ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ କିଭଳି ଅନୁପାଳନ କରାଯାଇପାରିବ ସେ ନେଇ ନିର୍ମାଣ… Read More...