ରାଜନୀତି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ Debabrat Mohanty Apr 30, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୩୦/୦୪ ଆଜି ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିବେଶନକୁ ନଜରରେ ରଖି ବିଧାନସଭା ଓ ସଂଲଗ୍ନ ଅଞ୍ଚଳକୁ ପୋଲିସ ଛାଉଣିରେ ପରିଣତ କରାଯାଇଛି। ପୋଲିସ କମିଶନର…
ସାମାଜିକ ଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ ! Debabrat Mohanty Apr 29, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୩୦/୦୪ ଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇବାକୁ ମିଳିପାରେ ସୁବିଧା। EPFO 3.0 ଅନୁଯାୟୀ, ସଦସ୍ୟମାନେ ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ରାଶି ସହଜରେ ଉଠାଇପାରିବେ। ସେପଟେ ଅଟୋ ସେଟେଲମେଣ୍ଟ ସୀମା ୧ ଲକ୍ଷରୁ…
ରାଜନୀତି ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ Debabrat Mohanty Apr 29, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪: ଓଡ଼ିଶା ବିଧାନସଭାର ଆସନ୍ତା ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟିଥିଲେ। ଏହି ସାକ୍ଷାତକାରରେ ଏପ୍ରିଲ ୩୦ରେ ଅନୁଷ୍ଠିତ ହେବାକୁ ଥିବା…
ସାଂସ୍କୃତିକ ରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ Debabrat Mohanty Apr 29, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୯/୦୪ ରାଜଧାନୀର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ “ବିଶ୍ୱ ନୃତ୍ୟ ଦିବସ” କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି…
ସାମାଜିକ ଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାର Debabrat Mohanty Apr 29, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪ ଜୟପୁରରେ ଆୟୋଜିତ ପ୍ରତିଷ୍ଠିତ ‘ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବାଜାର’ (GITB)-ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ପର୍ଯ୍ୟଟନ ଉନ୍ନୟନ, ନବସୃଜନ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟର…
ଖେଳ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ Debabrat Mohanty Apr 29, 2026 0 ସମ୍ବଲପୁର,ନିରପେକ୍ଷ ଖବର:ତା ୩୦/୦୪: ସମ୍ବଲପୁର ପୋଲିସ ପକ୍ଷରୁ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଏବଂ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ ଆଜି ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର…
ରାଜନୀତି ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ Debabrat Mohanty Apr 29, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା /୨୯/୦୪: ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ସୁସଂଗଠିତ ଓ ଗୁଣାତ୍ମକ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ମେ’ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ…
ସାମାଜିକ ୭୧ତମ Doctorate! ଇତିହାସ ରଚିଲେ ସାମନ୍ତ Nirapakhya Khabar Apr 23, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୪: ପ୍ରଖ୍ୟାତ ଶିକ୍ଷାବିତ୍ ଓ ସମାଜସେବୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ୍ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୭୫ତମ ସମାବର୍ତ୍ତନ ଉତ୍ସବରେ ଆଜି ଏହି…
Uncategorized ସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚା Debabrat Mohanty Apr 18, 2026 0 ଭୁବନେଶ୍ୱର, ନିରପେକ୍ଷ ଖବର: ତା,୧୭/୦୪ : ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ପ୍ରଶାସନିକ ଢାଞ୍ଚାରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ। ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ପରେ ବିଜେପି ନେତୃତ୍ୱରେ ନୂତନ ସରକାର କ୍ଷମତାରେ ଆସିଥିବା ସତ୍ତ୍ୱେ, ପ୍ରଶାସନରେ ପୁରୁଣା…